ହୃଦଘାତରେ  ଚାଲିଗଲେ ଅଭିନେତ୍ରୀ ଶ୍ରୀଦେବୀ

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ୫୪ ବର୍ଷ ବୟସରେ ହୃଦ୍‌ଘାତରେ  ପରଲୋକ ହେଇଯାଇଛି , ବିବାହ ଉତ୍ସବରେ ଯୋଗଦେବା ପାଇଁ  ଦୁବାଇ  ଯାଇଥିଲେ, ସାଥିରେ ସ୍ୱାମୀ ବୋନି କପୁର ଓ ଝିଅ ମଧ୍ୟ ଥିଲେ 

I   ଘଟଣା ଶୁଣିବା ପରେ ସିନେ ପ୍ରେମୀଙ୍କ ମନରେ ଦୁଃଖ ଭରିଯାଇଛି I  ଗତକାଲି  ରାତିରେ  ହଠାତ ସେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ  କରିବାରୁ  ଚିକିତ୍ସାଲାଗି ନିକଟରେ ଥିବା ଏକ ହସିପିଟାଲରେ ଭର୍ତି କରାଯାଇଥିଲା  । ତେବେ ଚିକିତ୍ସା ସମୟରେ   ରାତି ପ୍ରାୟ ୧୧ରୁ ସାଢ଼େ ୧୧ ଭିତରେ  ଶ୍ରୀଦେବୀ ଙ୍କର  ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ଶ୍ରୀଦେବୀଙ୍କୁ ୫୪ବର୍ଷ ବୟସ ହୋଇଥିଲା ।ତାଙ୍କର ମୃତ୍ୟୁ ହୋଇଥିବା ସଂଜୟ ଜଣାଇଛନ୍ତି  ୧୯୬୩ ଅଗଷ୍ଟ ୧୩ରେ ତାମିଲନାଡୁ ଶିବକାଶୀରେ ଶ୍ରୀଦେବୀଙ୍କ ଜନ୍ମ ହୋଇଥିଲେ ଶ୍ରୀଦେବୀ, ତାମିଲ ଫିଲ୍ମ ‘ମୁନ୍ଦୁ ମୁଡିଚୁ’ ଥିଲା ତାଙ୍କର ପ୍ରଥମ ଫିଲ୍ମ   I

Leave a Reply

Your email address will not be published. Required fields are marked *