ଅକୁହା ସ୍ମୃତି

ଅକୁହା ସ୍ମୃତି

By:- Sonunigam Routray

ଭିଜା ଭିଜା କାକରର ସେ gumsum ରାତିରେ,
ତମେ ଆଉ ମୁଁ ଥିଲେ ପାଖା ପାଖି ନିରୋଳା ରେ!
ବିଶ୍ବାସ ବି କରି ପାରୁନଥିଲି ki
ପାଇଛି ତୁମକୁ ମୁଁ ମୋ ଏତେ ପାଖରେ,
ସ୍ଵପ୍ନ ବି କେବେ ସତ ହେଇ ଯାଏ jani ଗଲି ତମକୁ ଛୁଇଁଲା ପରେ,
ଲାଗୁଥିଲା ସାମନା ରେ ଅଛି ଗୋଟେ स्वर्ग ର ପରୀ,
ଯାଉଥିଲା ବି ଜହ୍ନ ସେଦିନ ତମକୁ ଇର୍ଷା କରି..

ମୋ ହାତର ସ୍ପର୍ଶ ରେ ତମ ଦେହ ଯାଉଥିଲା ଶୀତେଇ
ଭାବୁଥିଲି ଧରି ନେବି ତମକୁ ମୋ ବାହୁରେ ଜାବୁଡି
ମୋ ମନର ସେ chagala ଭାବନା କୁ ଆୟତ୍ତ କରି
ଦେଇଥିଲି ତମକୁ ମୁଁ bedsheet ଘୋଡେଇ

ଦୁଷ୍ଟାମି ରେ ଦେଇଥିଲି ଖୋଲି ଯେବେ ତମ କେଶ ଟାଣି,
ମିଛି ମିଛି ରାଗି ଗଲ ତମେ ଲାଗୁଥିଲ ଭାରି ଅଭିମାନୀ
ତୁମ କୋଳେ ମୁଣ୍ଡ ରଖି soi ଗଲି ଯେବେ ଅବୁଝା ମୁଁ ହେଇ
ବାରଣ ନ କରି ତମେ ବସ୍ ଯାଇଥିଲ ଟିକେ ଲାଜେଇ

ନୀରବ ଗୋଲାପୀ ଓଠରେ ତମ ହସ chupi chupi,
କିଛି କିଛି କହୁଥିଲା ତମ ଆଖି ର ଚାହାଣି,
dara ଲାଗୁଥିଲା kale କିଛି
ଏଣୁ ତେଣୁ କହି ଯିବ ସେ କଥା କୁହା ଆଖି,
ତଥାପି ଇଚ୍ଛା ଥିଲା ଦେଖିବାକୁ,
ତମର ସେ ଆଖିରେ ମୋ ନିଜ ପ୍ରତି ଛବି
ସମୟ ସୁଅରେ ଜଣା ବି ପଡ଼ିଲାଣି, କେବେ ପାହିଗଲା ରାତି
ନା କହି ହେଲା କିଛି ହୃଦୟ ର କଥା,
ଖାଲି ଦେଇ ଗଲା କିଛି ସ୍ମୃତି

Leave a Reply

Your email address will not be published. Required fields are marked *