ଶ୍ରୀ ଦେବୀ ଙ୍କ ମୃତ୍ୟୁ ହୃତଘାତ ରେ ନୁହେଁ ନିଶାସକ୍ତ ଅବସ୍ଥାରେ ବାଥରୁମ ଟବ ରେ ବୁଡି ହୋଇଛି

ତାରକା ମାନଙ୍କୁ ନେଇ ସର୍ବଦା ଗୁଜବ ଏବଂ ଅବିଶ୍ୱାସନୀୟ ସତ୍ୟ ସାମ୍ନା କୁ ହିଁ ଆସେ।କିନ୍ତୁ ଏବେ ଦୁବାଇ ପୋଲିସ ଦେଇଛି ଏହି ଚାଂଚଲ୍ୟକାରୀ ରିପୋର୍ଟ।


ଶ୍ରୀ ଦେବୀ ଙ୍କ ମୃତ ଦେହ ପୋଷ୍ଟ ବଟମ ରେ ଆସିଛି ଏହି ରିପୋର୍ଟ।
ତାଙ୍କର ମୃତ୍ୟୁ ହୃତଘାତ ନୁହେଁ ପାଣି ଟବ ରେ ବୁଡି ହୋଇଛି ଏବଂ ମୃତ୍ୟୁ ସମୟରେ ତାଙ୍କ ଦେହରେ ଆଲକୋହଲ ଥିଲା ବୋଲି ଜଣା ଯାଇଛି।
ତେବେ ତାଙ୍କ ମୃତ୍ୟୁ ସମୟରେ ବୋନି କପୁର ମଧ୍ୟ ଘରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *