ପୁଣି ଇଂରାଜୀ ପ୍ରଶ୍ନ ପତ୍ର ଲିକ୍… WhatsApp ରେ  ହେଲା  ଭାଇରାଲ

ପରୀକ୍ଷାର ୨ୟ ଦିନରେ ପୁଣି ଥରେ  ଇଂରାଜୀ ପ୍ରଶ୍ନପତ୍ର ହ୍ୱାଟ୍‌ସଆପ୍‌ରେ  ହେଲା ଭାଇରାଲ, ସୂଚନା ଥାଉ କି ପ୍ରଥମ ଦିନରେ ବି ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ଏବଂ  ଭାଇରଲ ହେଇଥିଲା ପ୍ରଶ୍ନପତ୍ର ର ଅସଲି ପ୍ରଶ୍ନପତ୍ର ସହିତ ମେଳ ଖାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏବଂ ମନ୍ତ୍ରୀ ଏହାକୁ ଖଣ୍ଡନ କରିଥିଲେ କିନ୍ତୁ ପୁଣି ଥରେ ଇଂରାଜୀ ପ୍ରଶ୍ନ ପତ୍ର ଭାଇରଲ ହେବା ପରେ ପରୀକ୍ଷା ପରିଚାଳନା  ର ଅପାରଗତା ପଦାରେ  ପଡିଛି I ଆଜି ପରୀକ୍ଷା ସକାଳ ୯ଟାରେ ଆରମ୍ଭ  ହୋଇଥିଲା ବେଳେ 10.50 ରେ ପ୍ରଶ୍ନପତ୍ର WhatsApp ରେ   ଭାଇରାଲ  ହେଇଥିଲା I

Leave a Reply

Your email address will not be published. Required fields are marked *