ମାର୍ଚ୍ଚ ରେ  ଅସ୍ତବ୍ୟସ୍ତ କରିବ ତାତି

ଏବେଠୁ ଅସହ୍ୟ ହେଲାଣି ତାତି, ଗ୍ରୀଷ୍ମ ପ୍ରଭାବ ରେ ଡହ ଡହ ଖରାରେ ଅସ୍ତ ବ୍ୟସ୍ତ ହେଇପଡିଲାଣି ସାରା ଓଡିଶା   I ବର୍ତମାନ ସୁଦ୍ଧା  ୩୮ ଡିଗ୍ରୀ ତାପମାତ୍ରା ଛୁଇଁଲାଣି ପାରଦ  ଭୁବନେଶ୍ୱର, ବାଲେଶ୍ୱର, ଅନୁଗୁଳ, ସୋନପୁର, କଟକ, ଢ଼େଙ୍କାନାଳ, ମାଲକାନଗିରି, ଏବଂ ବଲାଙ୍ଗିରରେ  I ଏନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ଅଧିକାରୀ କହିଛନ୍ତି  ଯେହେତୁ ପଶ୍ଚିମା ବାୟୁ ପ୍ରଭାବ ଜାରି  ରହିଛି ସେଥିପାଇଁ ତାପମାତ୍ରା ବଢ଼ିବାରେ ଲାଗିଛି ଏବଂ  ମାର୍ଚ୍ଚ 5 ତାରିଖ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *