ଫଳାଫଳ ପୂର୍ବରୁ ହାର ମାନିଗଲା କଂଗ୍ରେସ : ନିରଞ୍ଜନ କହିଲେ ଜିତିବା ସହଜ ନୁହେଁ ପ୍ରଣୟ ଙ୍କ ପାଇଁ

ଆସନ୍ତାକାଲି ସକାଳ ୮ଟାରୁ ୧୪ଟି ଟେବୁଲରେ ଭୋଟ୍‌ ଗଣତି ହେଇ  ବିଜେପୁର  ଉପନିର୍ବାଚନ ଫଳାଫଳ ଅପରାହ୍ନ 2 ଟା ସୁଦ୍ଧା ଘୋଷଣା କରାଯିବାକୁ ଥିବା ବେଳେ ଆଜି ଠାରୁ ହାତ ଟେକି ଦେଇଛି କଂଗ୍ରେସ I ଏକଦା 

 କଂଗ୍ରେସ ର ଗଡ ଥିବା ବିଜେପୁର ରେ କଂଗ୍ରେସ ର ମୂଳଦୁଆ ଦୋହଲିଯାଇଛି ଯେପରି  I   ଏନେଇ କଂଗ୍ରେସ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି କଂଗ୍ରେସ ର ପ୍ରଣୟ ସାହୁ ଜଣେ ଭଲ ପ୍ରାଥୀ , ତେବେ ଆମ ପାଖରେ ଟଙ୍କା ଏବଂ ପ୍ରଚାର ଭଲ ଭାବରେ ହେଇନଥିବାରୁ ପ୍ରଣୟ ଜିତିବା ଏତେ ସହଜ ନୁହେଁ I ଅବଶ୍ୟ ସୁର ରାଉତରାୟ ଦମ୍ଭୋକ୍ତି ଦେଇ କହିଛନ୍ତି ଯେ କଂଗ୍ରେସ 1500 ରୁ 2000 ଭୋଟ ରେ ଜିତିବ I

Leave a Reply

Your email address will not be published. Required fields are marked *