ପଞ୍ଚଭୂତ ରେ ଲୀନ ହେଲେ ଶ୍ରୀଦେବୀ

ଆଉ ଦେଖିବାକୁ ମିଳିବନି ଅଭିନୟ ଜଗତରେ ତାଙ୍କ ବରିଷ୍ଠ ଅଭିନୟ I ସବୁଦିନ ପାଇଁ ପଞ୍ଚଭୂତ ରେ ଲୀନ ହେଇଗଲେ ବଲିୟୁଡ଼ ଚାନ୍ଦିନୀ ଶ୍ରୀଦେବୀ I ଆଜି   ମୁମ୍ବଇ ପୁଲିସ ପକ୍ଷରୁ ଶ୍ରୀଦେବୀଙ୍କୁ ରାଜକୀୟ ସମ୍ମାନ ଦିଆଯାଇ ତାଙ୍କ ମର ଶରୀର କୁ    ଅନ୍ତିମସଂସ୍କାର କରାଯାଇଛି I ସ୍ବାମୀ ବୋନି କାପୁର ଶ୍ରୀଦେବୀ  ଙ୍କୁ  ମୁଖାଗ୍ନି ଦେଇଥିଲେ।  ଶ୍ରୀଦେବୀ ଙ୍କ  ଶେଷ ଦର୍ଶନ ପାଇଁ  ତାଙ୍କ ପ୍ରସଂଶକ ମାନେ ପ୍ରବଳ ଭିଡ ଲଗାଇଥିଲେ।  ପ୍ରବଳ ଜନଗହଳି ପାଇଁ ଅନ୍ତିମସଂସ୍କାରରେ ବିଳମ୍ବ  ହେଇଥିଲା Iମୁମ୍ବଇ ପୁଲିସ କୁ ନାକେଦମ ହେବାକୁ ପଡିଥିଲା ଭିଡ କୁ  ନିୟନ୍ତ୍ରଣ କୁ ଆଣିବାକୁ I

Leave a Reply

Your email address will not be published. Required fields are marked *