ବିକୃତ  ମାନସିକତା :ହାପି ହୋଲି କହି ଛାତ୍ରୀ ଙ୍କ ଉପରକୁ ବୀର୍ଯ୍ୟଭରା କଣ୍ଡୋମ ମାଡ

ଆସନ୍ତା କାଲି ହୋଲି ଥିବାବେଳେ ଆଜିଠାରୁ ହୋଲି ଖେଳ ଆରମ୍ଭ ହେଇଗଲାଣି କିନ୍ତୁ ଦିଲ୍ଲୀ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I ଗତକାଲି  ଦିଲ୍ଲୀ ବିଶ୍ୱବିଦ୍ୟାଳୟ  ର ଜଣେ ଛାତ୍ରୀ ତାଙ୍କର ଜଣେ ବାନ୍ଧବୀଙ୍କ ସହ ଅମର କଲୋନୀ ମାର୍କେଟସ୍ଥିତ କଫିସପକୁ ବୁଲି ଯାଇଥିବା ବେଳେ କିଛି ଦୁଷ୍ଟ  ଯୁବକ  ହାପି ହୋଲି କହି  ଛାତ୍ରୀ ଜଣକ ଉପରକୁ ଏକ   ବେଲୁନ ଫୋପାଡ଼ିଥିଲେ ଏବଂ ସେଠାରୁ ପଳାଇଥିଲେ  ।ବେଲୁନ  ଟି ଛାତ୍ରୀ ଜଣକ ଡ୍ରେସ ରେ ବାଜି ଫାଟିଯାଇଥିଲା  ଏବଂ  ଡ୍ରେସ ଖରାପ ହେଇଯାଇଥିଲା I ପରେ ଜଣାପଡିଥିଲା ଯେ  

ଫିଙ୍ଗା ଯାଇଥିବା ବେଲୁନଟି ଗୋଟିଏ କଣ୍ଡୋମ । ଏବଂ ସେହି ଦୁଷ୍ଟ ଯୁବକ ମାନେ ବୀର୍ଯ୍ୟପାତ କରି ଛାତ୍ରୀ ଙ୍କୁ ବେଲୁନ ରେ ମାଡ କରିଥିଲେ  ।ଏନେଇ ଛାତ୍ରୀ ଜଣକ ଥାନାରେ ଏତଲା ଦେବା ପରେ ପୋଲିସ ତରଫରୁ ତଦନ୍ତ ଜାରି ରହିଛି I

Leave a Reply

Your email address will not be published. Required fields are marked *