ହୃଦଘାତ ରେ  ଚାଲିଗଲେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି

ଆଉ ନାହାନ୍ତି ଓଡ଼ିଶାର ଲୋକପ୍ରିୟ ଭଜନ ଗାୟକ  I ୫୬ ବର୍ଷ ବୟସରେ  ହୃଦଘାତ ରେ ତାଙ୍କର ଅକାଳ ବିୟୋଗ ହେଇଚି I   

ଗତକାଲି ରାତିରେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ରାତି ପ୍ରାୟ ୨ଟା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲ ରେ  ଭର୍ତ୍ତି କରାଯାଇଥିଲା  କିନ୍ତୁ .ଚିକିତ୍ସାଧୀନ ଅବସ୍ଥାରେ ରାତି  ୩ଟା ବେଳେ  ସମସ୍ତଙ୍କୁ ପର କରି ଆର ପାରିକି ଚାଲିଗଲେ ବିଶିଷ୍ଟ ଭଜନ ଗାୟକ ଅରବିନ୍ଦ ମୁଦୁଲିI

Leave a Reply

Your email address will not be published. Required fields are marked *