ଖୁଶି ଖବର :ଦିବ୍ୟାଙ୍ଗ ଟ୍ରେନ ଯାତ୍ରୀଙ୍କ ଲାଗି  ନିଶୁକ୍ଲ  ଫୋଲ୍‌ଡିଂ ର୍ୟାମ୍ପ (ମୋବାଇଲ ହୁଇଲ୍‌ ଚେୟାର)

ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ସ୍ୱତନ୍ତ୍ର  ହ୍ବିଲ୍‌ ଚେୟାରରେ ଟ୍ରେନ୍‌ ଭିତରକୁ  ଯାଇପାରିବେ ଦିବ୍ୟାଙ୍ଗ ଯାତ୍ରୀ, ଭୁବନେଶ୍ୱର, ସମ୍ବଲପୁର ଓ ବିଶାଖାପାଟଣା ରେଲୱେ ଷ୍ଟେଶନରେ ଏହି ବ୍ୟବସ୍ଥା  ର ଶୁଭାରମ୍ଭ କରାଯାଇଛି  I  ଯାତ୍ରୀ  ମାନେ ନିଜ ପରିଚୟ ପତ୍ର ଦେଖାଇ ମୋବାଇଲ ହୁଇଲ ଚେୟାରର ନିଶୁଳ୍କ ସେବା ପାଇପାରିବେ । ଖୁବ୍‌ଶୀଘ୍ର ଏହି  ଏହା ଅନ୍ୟ ରେଲୱେ ଷ୍ଟେଶନଗୁଡ଼ିକରେ ଉପଲବ୍ଧ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି I

Leave a Reply

Your email address will not be published. Required fields are marked *