ଜାଣନ୍ତୁ କିପରି ଗୁଗୁଲ୍ ରୁ ସର୍ଭେ ମାଧ୍ୟମ ରେ ଟଙ୍କା ପାଇ ପାରିବେ

ଗୁଗୁଲ ହେଉ କିମ୍ବା କୌଣସି ବି ବଡ଼ କମ୍ପାନୀ ଲୋକ ମାନଙ୍କର ମତାମତ ସର୍ବଦା ସେମାନଙ୍କ ପାଇଁ ମହତ୍ୱ ପୂର୍ଣ୍ଣ।

ତେଣୁ ସେମାନେ ନିଜ ସେବା ବିଷୟରେ ସବୁବେଳେ ଲୋକ ମାନଙ୍କ ପାଖରୁ ଶୁଣିବାକୁ ଚାହାନ୍ତି। ତେବେ ଏହା ଫ୍ରୀ ନୁହେଁ ଏଥି ପାଇଁ ସେମାନେ ଟଙ୍କା ମଧ୍ୟ ଦେଇଥାନ୍ତି।

ତେବେ ଆସନ୍ତୁ ଜାଣିବା କିଭଳି ଭାବେ ଆପଣ ମଧ୍ୟ ଏହାକୁ ପାଇ ପାରିବେ।

  • ଗୁଗଲ ପ୍ଲେ ଷ୍ଟୋର କୁ ଯାଇ Google openion reward ଆପ ଡାଉନ୍ ଲୋଡ୍ କରନ୍ତୁ।

  • ଆପ ଇନଷ୍ଟଲ୍ କଲା ପରେ ନିଜ ଗୁଗୂଲ୍ ଆକାଉଣ୍ଟ୍ ମାଧ୍ୟମରେ ଲଗ୍ ଇନ୍ କରନ୍ତୁ।
  • କିଛି ସମୟ ମଧ୍ୟରେ ଆପଣଙ୍କୁ କିଛି ସର୍ଭେ ଆସିବ।
  • ସେଥିରେ ଅଂଶ ଗ୍ରହଣ କରନ୍ତୁ।

  • ଆପ କୁ ମୋବାଇଲ୍ ରେ ରଖନ୍ତୁ। ପ୍ରତି କିଛି ଦିନ ବ୍ୟବଧାନରେ କିଛି ସର୍ଭେ ଆସିବ ଏବଂ ସବୁ ପାଇଁ ଆପଣଙ୍କୁ ଟଙ୍କା ମିଳିବ।

ତେବେ ଏହି ଟଙ୍କା କୁ ଆପଣ ପ୍ଲେ ଷ୍ଟୋର ରୁ ଆପ କିଣିବା ଏବଂ ଗେମ୍ ମଧ୍ୟରେ କିଣା କରିବା ପାଇଁ ବ୍ୟବହାର କରି ପାରିବେ।

ସେୟାର କରି ଅନ୍ୟ ମାନଙ୍କୁ ଜଣାନ୍ତୁ ଯେପରି ସମସ୍ତେ ଏହାର ଫାଇଦା ଉଠେଇ ପାରିବେ।

Leave a Reply

Your email address will not be published. Required fields are marked *