ପ୍ରେମିକା ଆଗରେ ପ୍ରେମିକାର ଓଢ଼ଣି  କୁ ବେକରେ ଲଗାଇ ଜୀବନ ହାରିଲେ ପ୍ରେମିକ

ଦୁହେଁ ଦୁହିଁକୁ ଖୁବ ଭଲ ପାଉଥିଲେ ,ଆଉ ପ୍ରେମ ର ଅବୁଝା ପାଠ କୁ ବୁଝିବାକୁ ସବୁଦିନ ପରି  ଦୁହେଁ ପହଂଚିଥିଲେ ଜୟଦେବ ବାଟିକାରେ ,  ହଠାତ କଣ ହେଲା କେଜାଣି ଦୁହିଁଙ୍କ ଭିତରେ କୌଣସି ଘଟଣା କୁ ନେଇ ଝଗଡା ଲାଗିଲା ଆଉ ଚାଁହୁ ଚାଁହୁ ପ୍ରେମିକା ଆଗରେ   ଆତ୍ମହତ୍ୟା କରି ଜୀବନ ହାରିଲା ପ୍ରେମିକ I ତାହା ପୁଣି  ପ୍ରେମିକାର ଓଢ଼ଣି  କୁ ବେକରେ ଲଗାଇ  I ଖବର ପାଇ ପୋଲିସ ପହଂଚି ପ୍ରେମିକ ର ମୃତ ଦେହ ଜବତ କରିବା ସହିତ  ଯୁବତୀଙ୍କୁ ଅଟକ ରଖି ଖଣ୍ଡଗିରି ଥାନା ପୋଲିସ ପଚରାଉଚରା ଜାରି ରଖିଛି I   , ମୃତ ଯୁବକ  ବାଲେଶ୍ୱରର ଶଶିକାନ୍ତ ପଣ୍ଡା, I ତେବେ କାହିଁକି ପ୍ରେମିକ ଜଣକ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନି ତଦନ୍ତ ଚାଲିଛି , ପଚରାଉଚରା ପରେ ସମ୍ପୂର୍ଣ ତଥ୍ୟ ଜଣାପଡିବ I

Leave a Reply

Your email address will not be published. Required fields are marked *