YouTube ମୁଖ୍ୟ କାର୍ଯ୍ୟାଳୟ ମହିଳା କଲେ ଫାୟାରିଂ: ପରେ ନିଜକୁ ଗୁଳି ମାରିଦେଲେ

ଆଜି ଏ ଭଳି ଘଟଣା ଦେଖିବାକୁ ମିଳିଛି YouTube ମୁଖ୍ୟ କାର୍ଯ୍ୟାଳୟ ରେ।

ଜଣେ ମହିଳା ଅଫିସ୍ କୁ ଆସି ଫାୟରିଂ ଆରମ୍ଭ କରିଥିଲେ ଏବଂ କିଛି ସମୟ ପରେ ନିଜକୁ ଗୁଳି କରିଦେଇଥିଲେ।

ତାଙ୍କ ନାମ ହେଲା ନସିମ ଆକ୍ ଦାମ୍।

ଘଟଣା ଟି ଏହିପରି ଥିଲା ଜି ତାଙ୍କର ଏକ ୱେବସାଇଟ ଥିଲା ଯେଉଁଥିରେ କି ସେ YouTube ବିରୋଧରେ ଲେଖୁଥିଲେ ଯେପରି କି YouTube ଆମକୁ ବିଜ୍ଞାପନ ଦେଉନି, ଟଙ୍କା ଦେଉନି, ଭିଡିଓ ଡିଲିତ୍ କରୁଚି ଇତ୍ୟାଦି..

ଏଥିରୁ ଜଣା ପଡ଼ୁଚି କି ପୂର୍ବରୁ ହିଁ ସେ YouTube ଉପରେ ବହୁତ୍ ଅଶାନ୍ତ ଥିଲେ।

Leave a Reply

Your email address will not be published. Required fields are marked *