ଖରାଦିନେ ଖାଆନ୍ତୁ ତରଭୁଜ ମିଳିବ ଅନେକ ଫାଇଦା

ଖରାଦିନେ  ତରଭୁଜ ର ସ୍ୱାଦ ନିଆରା I ଡହ ଡହ ଖରାରେ ରାସ୍ତା ପାର୍ଶ୍ଵ ରେ ତରଭୁଜ ଦେଖିଲେ ସ୍ଵତ ପ୍ରଭୂତ ଭାବେ ପାଦ ଚାଲିଯାଏ ତରଭୁଜ ପାଖକୁ I କିନ୍ତୁ ତରଭୁଜ ଖାଇବା ଦ୍ୱରା ଆମ କୁ ବହୁ ପରିମାଣରେ ଉପକାର ମିଳିଥାଏ I  ତରଭୁଜରେ ଜଳୀୟଅଂଶ  ପ୍ରଚୁର ପରିମାଣରେ ରହିଥାଏ I  ତରଭୁଜ  ଖାଇବା ଦ୍ୱାରା ପେଟ ଭରିବା ସହିତ  ଶୋଷ ମଧ୍ୟ ମରିଯାଇଥାଏ I  ତରଭୁଜ ଥକାପଣ ଦୂର  କରିବା ସହିତ ହଜମ ପ୍ରକ୍ରିୟା ରେ ସାହାଯ୍ୟ ହେଇଥାଏ I  ତରଭୁଜ  ଖାଇବା ଦ୍ୱାରା   ହୃଦରୋଗରୁ ରକ୍ଷା ମିଳିଥାଏ । ତରଭୁଜ ଓଜନ କମ  କରିବା ଏବଂ  ଶରୀର ରୁ ଚର୍ବି  ହ୍ରାସ  କରିବାରେ ପ୍ରମୁଖ ଭୂମିକା ନେଇଥାଏ ।

Leave a Reply

Your email address will not be published. Required fields are marked *