ଆଜି ମା ତାରିଣୀଙ୍କ ମନଲୋଭା  ସୁନାବେଶ

ଘଣ୍ଟ ହୁଳୁହୁଳି ରେ ଫାଟି ପଡୁଛି ତାରିଣୀ ମନ୍ଦିର I ହଜାର ହଜାର ଭକ୍ତ ଙ୍କ ଭିଡ ରେ  ଗହଳି  ଲାଗିଛି ମନ୍ଦିର I 

କେନ୍ଦୁଝର ଘଟଗାଁ ମା’ ତାରିଣୀଙ୍କ  ଆଜି ହେଉଛି 82ତମ ଚଇତି ପର୍ବ  I  ବର୍ଷକୁ ଥରଟେ ମା’ ତାରିଣୀଙ୍କ ସୁନାବେଶ  ହେଇଥାଏ ଯାହାକୁ ଦେଖିବାକୁ ଭକ୍ତ ଙ୍କ ଭିଡ ଜମିଥାଏ I ଏହା  ଆଜିଠାରୁ 7ଦିନ ଧରି ଅନୁଷ୍ଠିତ ହେବ

Leave a Reply

Your email address will not be published. Required fields are marked *