ଏକ ରିଆଲିଟି ସୋରେ ରଜ ‘କ୍ୱିନ୍’ ମୁକୁଟ ହାତେଇ ରାତାରାତି ପାଲଟିଯାଇଥିଲେ ଓଡିଶା ବାସୀଙ୍କର ପ୍ରିୟ ସେଲିବ୍ରିଟି I ହଠାତ କିନ୍ତୁ ମୋବାଇଲରୁ ମୋବାଇଲକୁ ଘୁରିବୁଲିଲା ୧ ମିନିଟ୍ ୭ ସେକେଣ୍ଡର ରଜ ରାଣୀଙ୍କର ଗୋପନ ଭିଡିଓ I ରାଣୀଙ୍କର ଅନ୍ତରଙ୍ଗ ଭିଡିଓ ଦେଖିବାକୁ ସତେ ଯେପରି ତାଙ୍କ ଦର୍ଶକ ମାନେ ପାଗଳ ହୋଇଉଠିଲେ ଆଉ ନିମିଷକ ଭିତରେ ଭିଡିଓ ହେଇଗଲା ଭାଇରଲ I ତେବେ ଏ ଭିଡିଓ କିଏ ଏବଂ କେତେବେଳେ ଅପ୍ଲୋଡ କଲା ତାହା ଜଣାପଡିନାହିଁ I ଏନେଇ ପୋଲିସ ତରଫରୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି I