ଅଙ୍ଗନୱାଡି ଦିଦି ଙ୍କୁ ଉଲଗ୍ନ କରି ପିଟିଲେ ଗାଁ  ଲୋକେ

ଦିନକୁ ଦୀନକୁ ଅସହ୍ୟ ହେଇପଡିଲା  ଅଙ୍ଗନୱାଡି କର୍ମୀଙ୍କ  ଅନିୟମିତତା  ଯାହାଫଳରେ ଗ୍ରାମବାସୀ  ଉତ୍ୟକ୍ତ ହୋଇ ଦିଦିଙ୍କୁ   ଉଲଗ୍ନ କରି ଗାଁ ଦାଣ୍ଡରେ ସମସ୍ତଙ୍କ ସାମ୍ନାରେ ନିର୍ଧୁମ ବାଡେଇଛନ୍ତି I ଘଟଣା ଘଟିଛି ବାଲେଶ୍ୱର ଜିଲା ବାହାନଗା ବ୍ଲକ  ଅଟାସପୁର ଗ୍ରାମରେ I ଏତିକିରେ ଗ୍ରାମବାସୀଙ୍କର ରାଗ ଶାନ୍ତ ହେଇନଥିଲା ଅଙ୍ଗନୱାଡି କର୍ମୀଙ୍କୁ ବାଡେଇବା ପରେ  ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଦେଇଛନ୍ତି।

Leave a Reply

Your email address will not be published. Required fields are marked *