ଜାଣନ୍ତୁ କିପରି କରିବେ AIIMS କିମ୍ବା SCB ପାଇଁ ଅନଲାଇନ ରେ ଟିକେଟ ବୁକିଂ

ଭୁବନେଶ୍ୱର AIIMS,SCB   ଅନଲାଇନ   ଟିକେଟ ବୁକିଁ ପାଇଁ ବ୍ୟବସ୍ଥା ରହିଛି ବେଶି ଲୋକେ ତାହାର ଲାଭ ଉଠେଇ ପାରୁନାହାନ୍ତି। ତେବେ ଏ ପୋଷ୍ଟ ରେ କିଭଳି ଭାବରେ ଆପଣ ଅନଲାଇନ ରେ ଟିକେଟ କରିବେ ଏବଂ ଆସିଲା ପରେ ଏଠାରେ ମଧ୍ୟ କଣ କଣ କରିବାକୁ ପଡ଼ିବ   ତାହା ଆମେ ଏଠାରେ ଜଣାଉଛୁ ।

ଅନଲାଇନ କରିବାର ସୁବିଧାଅହି ସବୁ ବଡ଼ ବଡ଼ ହସ୍ପିଟାଲ୍ ପାଇଁ ସାର ଭାରତ ରୁ ଲୋକ ମାନେ ଆସିଥାନ୍ତି।ଯଦି ବି ଆମେ ଓଡ଼ିଶା କୁ ବିଚାର କରିବା ଓଡ଼ିଶା ର କୋଣ ଅନୁକୋଣ ରୁ ଲୋକମାନେ ଆସନ୍ତି ଏଠାକୁ ଉପଶମ ପାଇଁ।କିନ୍ତୁ ଅନେକ ସମୟରେ ଦେଖା ଯାଇଥାଏ କି ଏଠାରେ ଟିକେଟ ମଧ୍ୟ ସରିଯାଏ । ଏବଂ ବଡ଼ ବଡ଼ ଲାଇନ ରେ ମଧ୍ୟ ଠିଆ ହେବାକୁ ପଡ଼େ।

ତେବେ ଆସନ୍ତି ଜାଣିବା କିପରି ଅନଲାଇନ ଟିକେଟ କରିବେ ଏବଂ କଣ କଣ ସୁବିଧା ଅନଲାଇନ କରିବାର।

ଅନଲାଇନ କରିବାର ସୁବିଧା

  • ଆପଣଙ୍କୁ ଟିକେଟ ସରିଗଲା ଶୁଣିବାକୁ ପାରିବନାହିଁ।
  • ଆସିଛନ୍ତି ମାନେ ଡାକ୍ତର ଙ୍କ ସହ ପରାମର୍ଶ କରି ହିଁ ଯିବେ।
  • ଅନ୍ୟ ତୁଳନାରେ ବହୁତ୍ ଛୋଟ ଲାଇନ ରେ ଠିଆ ହେବାକୁ ପଡିବ।

କିପରି କରିବେ ଅନଲାଇନ ଵୁକିଂ

ଆପଣ ଏହି ବୁକିଂ ନିଜ ସ୍ମାର୍ଟ ଫୋନ୍ କିମ୍ବା କମ୍ପ୍ୟୁଟର ମାଧ୍ୟମରେ କରିପାରିବେ।

  • ପ୍ରଥମେ ଏହି ଲିଙ୍କ କୁ ଯାଆନ୍ତୁ। Link

ଏହି ପଜ୍ ଟି ଖୋଲିବ। ତା ପରେ ଏଠାରେ ନିଜ ମୋବାଇଲ ନମ୍ବର ଦିଅନ୍ତୁ ଏବଂ ଦେଖା ଯାଇଥବା କ୍ୟାପଚା କୁ ଟାଇପେ କରି ସବ୍ମିଟ୍ କରନ୍ତି।

  • ପର ସ୍କ୍ରିନ୍ ଅହି ପରି ଦିଶି ବ

  • ଏଠାରେ ନିଜ ମୋବାଇଲ କୁ ଆସିଥିବା ଓଟିପି କୁ ଦିଅନ୍ତୁ ଏବଂ ପ୍ରସିିଡ କରନ୍ତୁ।
  • ପରବର୍ତ୍ତୀ ସ୍କ୍ରିନ୍ ଏହିପରି ଦିଶିବ।

  • ଯଦି ଆପଣଙ୍କ ଆଧାର ଅଛି ତାହେଲେ ଆଧାର ରେ ଯାଆନ୍ତୁ ଯଦି ନାହିଁ ଆଇ ଦୋନ୍ତ୍ ହାବ୍ ଆଧାର ରେ ଯାଆନ୍ତୁ।
  • ପରବର୍ତ୍ତୀ ସମୟରେ ଷ୍ଟେଟ ଓଡ଼ିଶା ସେଲେକ୍ଟ୍ କରନ୍ତୁ ଏବଂ କେଉଁ ହସ୍ପିଟାଲ୍ ଯିବେ ସେଲେକ୍ଟ କରନ୍ତୁ।

  • ପରେ ଆପଣଙ୍କୁ ବିଭାଗ ଏବଂ ତାରିଖ ତାରିଖ ସେଲେକ୍ଟ କରିବାକୁ ଆସିବ।

  • ଏହାକୁ ସେଳେକ୍ଟ୍ କରିନିଆନ୍ତୁ।
  • ପରେ ନିଜର ନାମ ଏବଂ ଅନ୍ୟ ଜିନିଷ ଦିଅନ୍ତୁ।
  • ଆପଣଙ୍କ ର ମୋବାଇଲ କୁ ଏକ ମେସେଜ ଆସିବ।
  • ପରେ AIIMS କୁ ଆସିବା ପରେ ଅନଲାଇନ ଲେଖା ଥିବା ଲାଇନ ରେ ଠିଆ ହୁଅନ୍ତୁ ଏବଂ ଆସିଥିବା ମେସେଜ କୁ ଦେଖନ୍ତୁ।
  • ଏହି ଲାଇନ ରେ ବହୁତ୍ କମ୍ ଲୋକ ଥାନ୍ତି ଏବିଁ ଲାଇନ ମଧ୍ୟ ବହୁତ୍ ଶୀଘ୍ର ଆଗକୁ ବଢେ କାରଣ ଆପଣଙ୍କ ନାମ ଆଦି ଆଗରୁ ତାଙ୍କ ପାଖେ ଉପଲବ୍ଧ ଥାଏ।

ଯଦି କୌଣସି ବି ଡାଉଟ୍ ଥାଏ କମେଣ୍ଟ ରେ ପଚାରନ୍ତୁ।

ସେୟାର କରନ୍ତୁ ଯାହା ଫଳରେ ସମସ୍ତେ ଏହାର ଲାଭ ଉଠେଇ ପାରିବେ।

ଧନ୍ୟବାଦ୍ ?

Leave a Reply

Your email address will not be published. Required fields are marked *