ଜିଓ  ଆଣିବ ସବୁଠୁ ଶସ୍ତା ସିମ ଵାଲା ଲାପଟପ

ଟେଲିକମ ଜଗତ ରେ ଝଡ଼ ସୃଷ୍ଟି କରିଥିବା ଜିଓ ଖୁବ ଶୀଘ୍ର   ଇଲେକ୍ଟ୍ରୋନିକ୍ସ ବଜାର ରେ  ଆଉ ଏକ ବୈପ୍ଲବିକ ପରିବର୍ତନ  ଆଣିବାକୁ ଯାଉଛି I ମିଳିଥିବା ସୂଚନା ଅନୁଯାଇ ଆମେରିକା ର ଏକ କମ୍ପାନୀ ସହିତ ମିଳିତ ଭାବରେ ଜିଓ ଲଂଚ କରିବ ସବୁଠୁ ଶସ୍ତା ସିମ ଵାଲା ଲାପଟପ I ମୋବାଇଲ ପରି  ଲାପଟପ ରେ ସିମ ଲାଗିବ  

I ତେବେ ଏହା ସବୁଠୁ ଶସ୍ତା ରହିବ ବୋଲି ଆକଳନ କରାଯାଉଛି I ସର୍ବନିମ୍ନ 15 ହଜାର ଭିତରେ ରହିପାରେ I ତେବେ ଏନେଇ ଜିଓ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନଥିଲେ ମଧ୍ୟ ଜିଓ ଚୁକ୍ତି କରିଥିବା ଆମେରିକା କମ୍ପାନୀ ର ଜଣେ ବରିଷ୍ଠ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି I

Leave a Reply

Your email address will not be published. Required fields are marked *