ନାରୀର ସ୍ତନ  ରୁ  କିପରି ଜାଣିବେ ସେମାନଙ୍କର  ସ୍ଵଭାଵ ପ୍ରକୃତି ଏବଂ ଚରିତ୍ର

ନାରୀର ସ୍ତନ  ରୁ ସେମାନଙ୍କର ସ୍ଵଭାଵ ଜଣାପଡ଼ିଯାଏ I ଆସନ୍ତୁ ଜାଣିବା  ନାରୀର ସ୍ତନ ରୁ ସେମାନଙ୍କର ପ୍ରକୃତି I 
1) ଯେଉଁ ନାରୀର ଦୁଇଟି ଯାକ ସ୍ତନ ସମାନ ଏବଂ ଗୋଲାକାର , ସୁଢଳ , ଲୋମହୀନ  ସେ ନାରୀ ଅତ୍ୟନ୍ତ ସୁଲକ୍ଷଣୀ ଅଟନ୍ତି I ଲକ୍ଷ୍ମୀ ସର୍ବଦା ଏମାନଙ୍କ ପାଖରେ ରହିଥାନ୍ତି I 

2) ଯେଉଁ ନାରୀର ସ୍ତନ ଦ୍ୱୟ ମଧ୍ୟରେ ଫାଙ୍କା ଅଧିକ ଥାଏ ସେମାନେ ଚିର ଦୁଃଖିନୀ ହେଇଥାନ୍ତି , ସଦା ସର୍ବଦା ଦୁଃଖରେ କାଳାତିପାତ କରନ୍ତି I 

3) ଯେଉଁ ନାରୀ ମାନଙ୍କର ସ୍ତନ ମଧ୍ୟରେ ଅଳ୍ପ ଫାଙ୍କ ରହିଥାଏ ସେମାନେ ସଦା ସର୍ବଦା ଖୁଶି ରେ ରହିବା ସହିତ ସ୍ୱାମୀ ର ଖୁଶି ଚାହିଁଥାଏ I 

4) ଯେଉଁ ନାରୀର ସ୍ତନ ବହୁତ ବଡ ହେଇଥାଏ ସେମାନେ ଦୁଃଚରିତା ବା ବହୁ  ପୁରୁଷରେ ମନ ରଖିଥାନ୍ତି I 

5) ଯେଉଁ ନାରୀର ସ୍ତନ ରେ ଫଟା ଫଟା ଦାଗ ରହିଥାଏ ସେ ନାରୀ ଚିର ରୋଗିଣି ଏବଂ ଦରିଦ୍ର ହେଇଥାଏ I 

ସ୍ତନରୁ ମଧ୍ୟ ପୁଅ ହେବ  କି ଝିଅ ତାହା  ଜଣା ପଡିଥାଏ :-
ଗର୍ଭବତୀ ସମୟରେ ଡାହାଣ ସ୍ତନ ବାମ ସ୍ତନ ଠାରୁ  ବଡ ହେଲେ ପୁତ୍ର ସନ୍ତାନ ହେଇଥାଏ 

 ଏବଂ  ବାମ  ସ୍ତନ ଡାହାଣ ସ୍ତନ ଠାରୁ  ବଡ ହେଲେ କନ୍ୟା ସନ୍ତାନ ହେଇଥାଏ ବୋଲି ଶାସ୍ତ୍ର କହେ

 I

Leave a Reply

Your email address will not be published. Required fields are marked *