ବିପଦ ପୂର୍ଣ୍ଣ ଗର୍ଭ ଧାରଣ କରିଛନ୍ତି ବୋଲି କିପରି ଜାଣି ପାରିବେ

ଆସନ୍ତୁ ଜାଣିବା ଆପଣଙ୍କ ଶରୀର ର କିଛି ମାପକ ରୁ ଆପଣଙ୍କ ଗର୍ଭ ହୋଇପାରେ ବିପଦ ପୂର୍ଣ୍ଣ।

  • ଯଦି ମା ଙ୍କ ଓଜନ ବେଶି ହୋଇଥାଏ ତାହେଲେ ବିପଦ ଥାଏ ପାରେ।
  • ମାଆ ର ଉଚ୍ଚତା ୪ ଫୁଟ ୧୦ ଇଞ୍ଚ୍ ରୁ କମ ହେଲେ ବିପଦ ରୁହେ।
  • ୨୦ ବର୍ଷ ରୁ କମ ଓ ୩୫ ବର୍ଷ ରୁ ଅଧିକ ନାରୀମାନେ ଗର୍ଭ ଧାରଣା କଲେ ବେଶି ବିପଦ ରହିଥାଏ।
  • ୨୩-୨୯ ବର୍ଷ ଭିତରେ ନାରୀମାନେ ଗର୍ଭ ଧାରଣା କରିବା ସବୁଠୁ ନୀରା ପଦ।
  • ପ୍ରଥମ ଗର୍ଭ ସ୍ଵାଭାବିକ ଥିଲେ ଦ୍ଵିତୀୟ ଓ ତୃତୀୟ ସ୍ଵାଭାବିକ ରୁହେ। ମାତ୍ର ଚତୁର୍ଥ ପରେ ବିପଦ ବେଶି।
  • ମାଆ ର ବ୍ଲଡ଼ ଗ୍ରୁପ୍ ପଯିଟିବ ଓ ପିତାଙ୍କ ନେଗେଟିବ ଥିଲେ ଶିଶୁ ର ମୃତୁ ସମ୍ଭାବନା ଥାଏ। ଯାହାକୁ ବାୟୋଲଜି ରେ ଆର ଏ ଚ୍ ଫ୍ୟା କ୍ଟର କୁହାଯାଏ।

Leave a Reply

Your email address will not be published. Required fields are marked *