ଆମ ଶରୀର ରେ ଥିବା ଛୋଟ ତିଳ ଚିହ୍ନ ବା କଳାଯାଇ ବ୍ୟକ୍ତି ସଂକ୍ରାନ୍ତରେ ଅଧିକ ତଥ୍ୟ ଦେଇପାରିଥାଏ I ତେବେ ଆସନ୍ତୁ ଜାଣିବା ପୁରୁଷ ମାନଙ୍କର ତିଳ ଚିହ୍ନ କେଉଁଥି ଥିଲେ କଣ ହୁଏ I
ପୁରୁଷ ମାନଙ୍କ ତିଳ ଚିହ୍ନ ର ଲକ୍ଷଣ
1) ତିଳ ଚିହ୍ନ ପେଟରେ ଥିଲେ ବ୍ୟକ୍ତି ଅତ୍ୟଧିକ ଖାଦ୍ୟ ପ୍ରିୟ ହେଇଥାଏ I
3) ଦକ୍ଷିଣ ଭାଗ ପିଞ୍ଜରା ତିଳ ଚିହ୍ନ ଥିଲେ ପୁରୁଷ ବୁଦ୍ଧିମାନ ହେଇଥାଏ I
4) କଣ୍ଠ ରେ ତିଳ ଚିହ୍ନ ଥିଲେ ବ୍ୟକ୍ତି ରୋକଠୋକ କହିଥାନ୍ତି ଯାହାଫଳରେ ଅନେକ ଶତ୍ରୁ ସୃଷ୍ଟି ହେଇଥାନ୍ତି, କିନ୍ତୁ ବ୍ୟକ୍ତି ଧର୍ଯ୍ୟଶୀଳ ଏବଂ ବିଶ୍ଵାସଭାଜନ ର ଯୋଗ୍ୟ ହେଇଥାନ୍ତି I ବିବାହ ପରେ ଧନ ର ବର୍ଷା ହେଇଥାଏ
5) ବକ୍ଷ ରେ ତିଳ ଚିହ୍ନ ଥିଲେ ସୁଖ ଏବଂ ସୌଭାଗ୍ୟ ସହିତ ସୁସ୍ଥ ସୁନ୍ଦର ଜୀବନ ଅତିବାହିତ କରିଥାନ୍ତି I
6) ବାମ ପାର୍ଶ୍ୱ ଲଲାଟ ପାଖରେ ତିଳ ଚିହ୍ନ ଥିଲେ ସର୍ବଦା ପର ସ୍ତ୍ରୀ ଉପରେ ନଜର ରହିଥାଏ
7)ଦକ୍ଷିଣ ପାର୍ଶ୍ୱ ଲଲାଟ ର ନାସିକ ପାଖରେ ଥିଲେ ସୌଭାଗ୍ୟବାନ , ଧନଶାଳୀ ହେଇଥାନ୍ତି I
8) ଡାହାଣ ପାର୍ଶ୍ଵ ଗାଲର ତଳକୁ କିମ୍ବା ଡାହାଣ ଜଙ୍ଘ ରେ ରହିଲେ ଭବିଷ୍ୟତରେ ନିଜ ପରିଶ୍ରମରେ ଅଧିକ ଧନ ଏବଂ ସୁଖ୍ୟାତି ମିଳିଥାଏ
9) ପୃଷ୍ଠଦେଶରେ ତିଳ ଚିହ୍ନ ଥିଲେ ପୁରୁଷ ନୃଶଂସ ହେଇଥାନ୍ତି I
10) ଦକ୍ଷିଣ ବାହୁରେ ତିଳ ଚିହ୍ନ ଥିଲେ ପୁରୁଷ ଧର୍ଯ୍ୟବନ୍ତ ଏବଂ ଶାନ୍ତଶିଳ ହେଇଥାନ୍ତି I
11) ଗୁପ୍ତାଙ୍ଗ ରେ ଥିଲେ ବ୍ୟକ୍ତି ଅଧିକ ରତିକ୍ରିଡ଼ା ପାଇଁ ଆସକ୍ତ ହେଇଥାଏ ,