ଏଣିକି   ଅନ୍‌ଲାଇନ୍‌ରେ  ମିଳିବ  ସାର୍ଟିଫିକେଟ୍‌

ଏଣିକି ଆଉ ସାର୍ଟିଫିକେଟ୍‌  ପାଇଁ ବାରମ୍ବାର ଦଉଡି ବାକୁ ପଡିବ ନାହିଁ ,ଏବେ ଅନ୍‌ଲାଇନ୍‌ ରେ ମିଳିବ ସାର୍ଟିଫିକେଟ୍‌  I    ଓଡ଼ିଶା କମନ୍‌ ଆପ୍ଲିକେଶନ୍‌ ପୋର୍ଟାଲ୍‌ ପକ୍ଷରୁ ‘ଡିଜିଟାଲ୍‌ ଉତ୍କଳ ୟୁନିଭର୍ସିଟି ଇନିସିଏଟିଭ’ର ଆରମ୍ଭ ହେଇଚି ।  ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଜି.ଭି.ଭି. ଶର୍ମା ଯୋଗଦେଇ ଥିଲେ I  ଏହା ଦ୍ୱାରା ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର  ମାନେ ରେଜିଷ୍ଟ୍ରେଶନ୍‌, ମାଇଗ୍ରେସନ୍‌ ଓ ଅନ୍ୟାନ୍ୟ ସାର୍ଟିଫିକେଟ୍‌ ଲାଗି ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।  ଏବଂ  ଅନ୍‌ଲାଇନ୍‌ରେ  ସାର୍ଟିଫିକେଟ୍‌ ଯୋଗାଇ ଦିଆଯିବ । ସାର୍ଟିଫିକେଟ୍‌ ରେ  ବାର୍‌କୋଡ୍‌ ସହିତ  ଡିଜିଟାଲ୍‌ ଲେଟର ରହିବ ଯାହାଫଳରେ ଏହାର ନକଲି କରାଯାଇପାରିବ ନାହିଁ ।

Leave a Reply

Your email address will not be published. Required fields are marked *