ଟ୍ରକ୍‌  ଚଢ଼ିଗଲା  କାର୍‌ ଉପରେ : ଗୋଟିଏ ପରିବାର ହେଇଗଲା ଶେଷ

ଢେଙ୍କାନାଳ ନିମବାହାଳି ନିକଟରେ ଏକ  ଅଲ୍ଟୋ କାର୍‌ ଉପରେ ଟ୍ରକ୍‌  ଚଢ଼ିଯିବାରୁ ଘଟଣା ସ୍ଥଳରେ ଏକ ପରିବାର ର ତିନି ଜଣଙ୍କର ମୃତ୍ୟୁ ହେଇଚି I , ବାପା ମାଆ ଓ ପୁଅ ମୃତ, ମୃତକମାନେ ସଦର ଥାନା ସଦାଶିବପୁର ଗାଁର ଗୋବିନ୍ଦ, ସ୍ତ୍ରୀ ମୋନାଲିସା ଓ ପୁଅ ସୌରଭ ସାଗର ତ୍ରିପାଠୀ, I 


ଭୁବନେଶ୍ୱର ରୁ ଘରକୁ ଫେରୁଥିଲେ , କିନ୍ତୁ ଅଧାରେ ରହିଗଲା ସ୍ବପ୍ନ , ସବୁଦିନ ପାଇଁ ଚାଲିଗଲେ ଆର ପାରିକୁ I  ତାଳଚେର ସ୍ଥିତ MCLରେ ଚାକିରି କରୁଥିଲେ ଗୋବିନ୍ଦ I

Leave a Reply

Your email address will not be published. Required fields are marked *