କଠୁଆ ଦୁଷ୍କର୍ମ ପୀଡିତା ଙ୍କ ଓକିଲ :  ଦୁଷ୍କର୍ମ  ପରେ ମତେ ମାରିଦେଇପାରନ୍ତି

ବହୁ ଚର୍ଚିତ କଠୁଆ ଦୁଷ୍କର୍ମ ଘଟଣା କୁ ନେଇ ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ  ସ୍ୱର୍ଗାଧାମୀ ପୀଡିତା ଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ ଜାରି କରୁଥିବା  ଓକିଲ ଦୀପିକା ରଖିଛନ୍ତି ଚାଞ୍ଚଲ୍ୟ କର ବୟାନ I ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଦର୍ଶାଇ ଛନ୍ତି I ହୁଏତ ତାଙ୍କୁ ବି ପୀଡିତା ଙ୍କ ପରି ଯେ କୌଣସି ମୁହୁର୍ତରେ ଧର୍ଷଣ କରାଯାଇ ହତ୍ୟା କରାଯାଇପାରେ ବୋଲି ସେ ଭୟଭୀତ I ଏପରିକି ତାଙ୍କୁ  କୋର୍ଟରେ ହାଜର  ନ କରାଇ ଦେବା ନେଇ ଷଡଯନ୍ତ୍ର  ଚାଲିଛି । ସେ ସଂପୂର୍ଣ୍ଣ ଭାଙ୍ଗିପଡିଛନ୍ତି ,I ତାଙ୍କୁ ହିନ୍ଦୁ ବିରୋଧୀ ଏବଂ ସାମାଜିକ ରୀତିନୀତି ରୁ   ବାସନ୍ଦ  କରାଯିବା ପାଇଁ  ମଧ୍ୟ ଧମକ ଦିଆଯାଉଛି ।

Leave a Reply

Your email address will not be published. Required fields are marked *