ଏହି ଅକ୍ଷୟ ତୃତୀୟା ରେ ଏହି ୫ ଟି ରାଶି ର ଲୋକ ହେବେ ଲାଭବାନ।

ଆସୁଛି ଅକ୍ଷୟ ତୃତୀୟ। ଏହି ଦିନଟି ବହୁତ୍ ଶୁଭ ମନା ଯାଏ ଯେ କୌଣସି କାମ ପାଇଁ। ବହୁତ୍ ଲୋକ ଅହି ଦିନ ସୁନା,ଜମି,ଗାଡ଼ି ଇତ୍ୟାଦି କିଣି ଥାନ୍ତି।

ବାହାଘର ଆଦି ମଙ୍ଗଳ କାମ ପାଇଁ ଆଜି ଦିନ ମଧ୍ୟ ବହୁତ୍ ଶୁଭ ମାନଯାଇଥାଏ।

ଗଣନା ଅନୁସାରେ ଏହି ଅକ୍ଷୟ ତୃତୀୟ ରେ ୧୧ ବର୍ଷ ପରେ ସର୍ବ ସିଦ୍ଧି ମହା ସଂଯୋଗ ଘଟୁଛି।

ତେବେ ଆସନ୍ତି ଜାଣିବା କେଉଁ କେଉଁ ରାଶି ର ଲୋକ ମାନଙ୍କର ଭାଗ୍ୟ ଚମକିବାର ଅଛି ଏହି ଅକ୍ଷୟ ତୃତୀୟା ରେ।

୧. ମେଷ

ମେଷ ରାଶି ମାନଙ୍କର ଅଧା ରଖିଯାଇଥବା କାମ ଏହି ଯୋଗରେ ପୂରଣ ହେବ । ଏବଂ ଧନ ପ୍ରାପ୍ତି ର ମଧ୍ୟ ଯୋଗ ରହିଛି।

୨.ମିଥୁନ

ଏହି ରାଶି ର ଲୋକ ମାନଙ୍କର ନୂଆ ଲୋକ ଙ୍କ ସହ ସାକ୍ଷାତ ହେବ ଯାହା ଫଳରେ ଏମାନଙ୍କ ଭାଗ୍ୟ ବଦଳିବ।କର୍ମ କ୍ଷେତ୍ର ରେ ମଧ୍ୟ ହେବେ ଲାଭବାନ।

୩. ସିଂହ :

ଏହି ରାଶିର ଲୋକଙ୍କ ପାଇଁ ଅକ୍ଷୟ ତୃତୀୟା ଉତ୍ତମ ରହିବ ଏବଂ କାମରେ ମଧ୍ୟ ପଦୋନ୍ନତି ହେବ । ଆପଣଙ୍କୁ ଅଧିକ ପ୍ରୟାସ କରିବାକୁ ପଡିବ କିନ୍ତୁ ଆପଣଙ୍କ କାର୍ଯ୍ୟ ଆପଣ ଙ୍କ ପାଇଁ ବହୁତ୍ ଲାଭ ପ୍ରଦ ରହିବା।

୪. ତୁଳା :

ଏହି ରାଶିର ଲୋକଙ୍କ ପାଇଁ ଏହି ଅକ୍ଷୟ ତୃତୀୟ ଏକ ବହୁତ ଭଲ ଦିନ ପ୍ରମାଣିତ ହେବ । ଏହି ରାଶିର ଲୋକଙ୍କୁ ନିଜ କାମ ଆଡକୁ ଅଧିକ ଧ୍ୟାନ ଦେବାକୁ ପଡିବ । କାର୍ଯ୍ୟ ଉପରେ ଯଦି ଆପଣ ଧ୍ୟାନ ଦେବେ ତ ସଫଳ ହେବାରୁ ଆପଣଙ୍କୁ କେହି ରୋକିପାରିବେ ନାହିଁ ।
୫. କୁମ୍ଭ :

ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ କାମରେ ଉପରେ ଟିକେ ଅଧିକ ଧ୍ୟାନ ଆଣିବାର ଆବଶ୍ୟକତା ଅଛି ।ଯେଉଁ କାମ ଆପଣଙ୍କର ଅଧିକ ସମୟରୁ ରହିକି ଅଛି ଏହିଦିନ ସେ କାମ ପୂର୍ଣ ହୋଇଜିବ । ବହୁତ ଦିନରୁ ପଡିରହିଥିବା ବାକି ଟଙ୍କା ମଧ୍ୟ ମିଳିଯିବ ।

Leave a Reply

Your email address will not be published. Required fields are marked *