କେବେ ବି ଗାଧାନ୍ତୁ ନାହିଁ ବିନା ବସ୍ତ୍ର ରେ: ଜାଣନ୍ତୁ କଣ ପାଇଁ

ଶାସ୍ତ୍ର ରେ ଅନେକ କାମ କୁ ବାରଣ କରା ଯାଇଛି। ତାହା ମଧ୍ୟ ରୁ ନିର୍ବସ୍ତ୍ର ହୋଇ ଗାଧୋଇବା ଅନ୍ୟତମ।

ତେବେ ଆସନ୍ତୁ ଜାଣିବା କଣ ପାଇଁ ନୀର୍ବସ୍ତ୍ର ହୋଇ ଗାଧୋଇବାକୁ ମନା କରା ଯାଇଛି।ଏବଂ ନିର୍ଵସ୍ତ୍ର ହୋଇ ଗଧୋଇଲେ କଣ ଅସୁବିଧା ହେବ।

ଆମ ନିତିଦିନ ଜୀବନ ରେ ସ୍ନାନ ଏକ ଗୁରୁତ୍ବପୂର୍ଣ୍ଣ ଜିନିଷ ଅଟେ। ଯାହା ଦ୍ଵାରା ଦେହ ଏବଂ ମନ ଶାନ୍ତ ହୋଇଯାଏ।କିନ୍ତୁ ସ୍ନାନ ବେଳେ ମଧ୍ୟ ମାନିବାକୁ ଉଚିତ୍ କିଛି ବିଧି।

ପୂରଣ ଅନୁସାରେ ଶ୍ରୀ କୃଷ୍ଣ ଗୋପୀ ମାନଙ୍କୁ ନିର୍ବାସ୍ତ୍ର ହୋଇ ସ୍ନାନ କରିବା ଉପରେ କିଛି ନିୟମ ଦେଇଛନ୍ତି।

ଶ୍ରୀ କୃଷ୍ଣ ଗୋପୀ ମାନେ ଗଧୋଇଲା ବେଳେ ତାଙ୍କ ବସ୍ତ୍ର ନେଇଯାଇଥିଲେ ଏବଂ ଗୋପୀ ମାନେ ବସ୍ତ୍ର ମାଗିଲାରୁ କହୁଥିଲେ କି ତୁମେ ମାନେ ଉପରକୁ ଆସି ବସ୍ତ୍ର ନେଇଯାଇ।

କିନ୍ତୁ ଗୋପୀ ମାନେ ନୀର୍ଵସ୍ତ୍ର ଥିବାରୁ ଉପରକୁ ଯାଇପରୁନଥିଲେ।ତେବେ ଶ୍ରୀ କୃଷ୍ଣ ପ୍ରଶ୍ନ କଲେ କି ତାହେଲେ ତୁମେ ମାନେ କାଇଁ ନିର୍ବସ୍ତ୍ର ହେଲ। ଗୋପୀ ଉତ୍ତର ରେ କହିଲେ କି ସେମାନେ ଯେବେ ଆସିଲେ ସେବେ ଏଠାରେ କେହି ନଥିଲେ।କିନ୍ତୁ ଉତ୍ତର ରେ ଶ୍ରୀ କୃଷ୍ଣ କହୁଥିଲେ କି ତୁମେ ଯେବେ ନିର୍ବସ୍ତ୍ରା ହେଲା ଆକାଶ ରେ ଉଡୁଥିବା ପକ୍ଷୀ ମାନେ ଦେଖିଲେ, ଜଳରେ ଥିବା ମାଛ ମାନେ ଦେଖିଲେ,ଆଉ ଜଳ ରୂପରେ ଥିବା ବରୁଣ ଦେବ ମଧ୍ୟ ତୁମକୁ ଦେଖିଲେ।

ଗରୁଡ଼ ପୂରଣ ଅନୁସାରେ ସ୍ନାନ କରିବା ସମୟରେ ପିତୃ ପୁରୁଷ ଅର୍ଥାତ୍ ପୂର୍ବଜ ଆଖ ପାଖ ରେ ଉପସ୍ଥିତ ରୁହନ୍ତି।ଏବଂ ବସ୍ତ୍ର ରୁ ପଡୁଥିବା ଜଳ କୁ ଗ୍ରହଣ କରନ୍ତି।ଆଉ ନିବସ୍ତ୍ର ହେବା ଦ୍ବାରା ପିତୃ ପୁରୁଷ ରାଗି ଯାଆନ୍ତି। ଯାହା ଫଳରେ ଧନ, ଖ୍ୟାତ ଓ ବଳ ସବୁ ଉପରେ କୁ ପ୍ରଭାବ ପଡିଥାଏ।

ତେବେ ଉପରୋକ୍ତ କାରଣ ଗୁଡ଼ିକ ଯୋଗୁ ନିଵସ୍ତ୍ର ହୋଇ ଗାଧୋଇବା ଅନୁଚିତ୍।

Leave a Reply

Your email address will not be published. Required fields are marked *