ନିଛାଟିଆ ଜଙ୍ଗଲ ରେ ଯୁବତୀ ର ହାତ ବାନ୍ଧି….  ଭିଡିଓ କଲେ ଭାଇରଲ …

କୁହାଯାଏ ପ୍ରେମ ହିଁ ସତ୍ୟ ପ୍ରେମ ସୁନ୍ଦର ,କିନ୍ତୁ ଆଜି କାଲି ଯେପରି ଏହା ଛଳନା ,ଲାଞ୍ଚନା, ଧୋକା , ଆଉ ସେକ୍ସ ରେ ପରିଣତ ହେଇଯାଇଛି  ।

ପ୍ରତି ମୁହୂର୍ତ ରେ ଯୁବତୀମାନଙ୍କର ଅଶ୍ଳୀଳ ଭିଡିଓ ଭାଇରଲ ହେଉଛି ,ଭିଡିଓ ବନାଇ ପ୍ରେମିକ ମାନେ ପ୍ରେମିକା ମାନଙ୍କୁ ବ୍ଲାକ ମେଲ କରୁଛନ୍ତି , ଏମିତି ଏକ ଭିଡିଓ   ବର୍ତମାନ whatsapp ରେ ଘୁରିବୁଲୁଛି I  

 ଘଟଣା ଟି ଜଗତସିଂହପୁର ଜିଲ୍ଲା  ର ବୋଲି ଚର୍ଚା ହେଉଛି I ଭିଡିଓ ଅନୁଯାଇ ଏକ  ଏକ ନିଛାଟିଆ  ସୁନସାନ ଜଙ୍ଗଲରେ  ପ୍ରେମିକା ର ହାତ ଗୋଡ ବାନ୍ଧି , ଚୁଟି ଘୋଷାଡ଼ି ମାଡ ମାରିଚି ପ୍ରେମିକ I  ଭିଡିଓରେ ପ୍ରେମିକ କହିବାନୁଯାୟୀ  ପ୍ରେମିକା କୁଆଡେ ଧୋକା ଦେଇଥିଲା ପ୍ରେମିକ କୁ ସେଥିପାଇଁ ତାକୁ ଏପରି   ହାତ ଗୋଡ ବାନ୍ଧି ଚୁଟି ଘୋଷାଡ଼ି  ମାଡ ମାରିଚି ପ୍ରେମିକ I ଏବଂ ଭିଡିଓ  କୁ ଭାଇରଲ କରିଦେଇଛି ପ୍ରେମିକ I ତେବେ ଏନେଇ ଥାନାରେ କୌଣସି ମାମଲା ୠଜୁହେଇନଥିବାରୁ ଘଟଣା ଆଗକୁ ବଢ଼ିପାରିନି I

Leave a Reply

Your email address will not be published. Required fields are marked *