ବିଜେଡିର ଶଙ୍ଖ ଫୁଂକିବେ  ମୁମ୍ବାଇର ପୂର୍ବତନ ପୋଲିସ କମିସନର  ଅରୂପ ପଟ୍ଟନାୟକ

ମୁମ୍ବାଇର ପୂର୍ବତନ ପୋଲିସ କମିସନର IPS ଅରୂପ ପଟ୍ଟନାୟକ ବିଜେଡିରେ ଯୋଗଦେବେ I ଆଜି ସନ୍ଧ୍ୟା 5 ଘଟିକାରେ ବିଜେଡି ମୁଖ୍ୟ ନବୀନ ପଟନାୟକ ଙ୍କ ଉପସ୍ତିତିରେ ବିଧିବଦ୍ଧ ଭାବରେ ବିଜେଡି ରେ ଯୋଗଦେବେ I  ଅରୂପ ପଟ୍ଟନାୟକ 1979 ବ୍ୟାଚ ର ଅଟନ୍ତି I ବିଜେଡି ଦଳ ର ଆଦର୍ଶ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବ୍ୟକ୍ତିତ୍ୱ ରେ ପ୍ରଭାବିତ ହେଇ ସେ ବିଜେଡି ରେ ଯୋଗ  ଦେବାକୁ ଯାଉଛନ୍ତି  I

Leave a Reply

Your email address will not be published. Required fields are marked *