ସ୍ତ୍ରୀ ର ଏହି ୫ ଟି ଭୁଲ୍ ପାଇଁ ଭୋଗିବାକୁ ପଡ଼ିଥାଏ ସ୍ବାମୀ କୁ

ଯେଉଁ ସ୍ତ୍ରୀ ଏହି ୫ ଟି କାମ କରିଥାଏ ତା ସ୍ବାମୀ ର କେବେ ଭଲ ହୁଏ ନାହିଁ ଏବଂ ସେ ସର୍ବଦା ଗରିବ ହୋଇ ରହିଥାଏ।

ହିନ୍ଦୁ ଧର୍ମ ରେ ୧୬ ସଂସ୍କାର କଥା କୁହାଯାଇଛି ଏବଂ ଏହି ସବୁ ଭିତରୁ ବିବାହ କୁ ବହୁତ୍ ଖାସ୍ ମନା ଯାଏ।

ବିବାହ ପରେ ସ୍ବାମୀ ସ୍ତ୍ରୀ ଙ୍କ ଜୀବନ ପରସ୍ପର ଉପରେ ନିର୍ଭର କରିଥାଏ।ଜଣ ଙ୍କ କର୍ମ ର ଫଳ ମଧ୍ୟ ଅନ୍ୟ ଜନକୁ ଭୋଗ କରିବାକୁ ପଡ଼ିଥାଏ।

ତେବେ ଚାଲନ୍ତୁ ଜାଣିବା ଏହି ୫ ଟି ସ୍ତ୍ରୀ ର କାମ ବିଷୟରେ ଯାହା ଫଳରେ ସ୍ବାମୀ ର ଭାଗ୍ୟ ଖରାପ୍ ହୋଇଯାଏ।

୧.ଯଦି ସ୍ତ୍ରୀ ମୁହଁରୁ ସର୍ବଦା ଗାଳି ବାହାରୁ ଥାଏ।

ଏବଂ ସେ ସର୍ବଦା ଅନ୍ୟମାନଙ୍କୁ ଦୁଃଖ ଦେବା ହିଁ ଜାଣିଥାଏ ତାହେଲେ ଏହା ତା ସ୍ବାମୀ ଙ୍କ ପାଇଁ ବହୁତ୍ ଖରାପ୍ ହୋଇଥାଏ।

୨.ଯାହାର ସ୍ତ୍ରୀ ସକାଳେ ବହୁତ୍ ସମୟ ଯାଏ ସୋଇଥାଏ ତା ସ୍ବାମୀ ଜୀବନରେ କେବେ ଭାଗ୍ୟ ଶାଳୀ ହୋଇପାରେ ନାହିଁ।

୩.ଯାହାର ସ୍ତ୍ରୀ ନିଜ ଭୋକ ଠୁ ବି ଅଧିକ ଖାଇଥାଏ।
୪.ଯଦି କାହା ସ୍ତ୍ରୀ ନିତି ସ୍ନାନ କରେ ନାହି ଓ ପୂଜା ପାଠ କରେନାହିଁ ଓ

ଘରକୁ ସଫା ସୁତୁରା ରଖେ ନାହି ତେବେ ସ୍ବାମୀ ଙ୍କ ଉପରେ ଏହାର ଖରାପ୍ ପ୍ରଭାବ ପଡିଥାଏ।

୫.ଯେଉଁ ସ୍ତ୍ରୀ ସ୍ବାମୀ ର ପରିବାକୁ ସମ୍ମାନ ନ ଦେଇ ଥାଏ

ଏବଂ ସର୍ବଦା ଶାଶୁ ଘର ଲୋକ ଙ୍କୁ ଭଲ ପାଏ ନାହିଁ ସେହି ସ୍ତ୍ରୀ ର ସ୍ବାମୀ ଙ୍କ ଅର୍ଥ ଅଭାବ ଘଟେ।

Leave a Reply

Your email address will not be published. Required fields are marked *