କିନ୍ନର ମାନଙ୍କ ଠୁ ମାଗି ଆଣନ୍ତୁ ଏହି ଜିନିଷ ଆଉ ଦେଖନ୍ତୁ କିପରି ବଦଳୁଛି ଆପଣଙ୍କ ଭାଗ୍ୟ

କିନ୍ନର ମାନେ ଭଗବାନ ଙ୍କ ଅନ୍ୟତମ ସୃଷ୍ଟି। କୁହା ଯାଏ ଯେ କିନ୍ନର ମାନଙ୍କ ଆଶ୍ରିବାଦ୍ ଓ ଅଭିଶାପ ଫଳିଥାଏ।

କିନ୍ନର ସମାଜ ପାଇଁ ସଦା ସର୍ବଦା ଲୋକ ମାନେ ଜିଜ୍ଞସୁ ହୋଇଥାନ୍ତି। କିଛି ଲୋକ ସେମାନଙ୍କ ସାମ୍ନା କୁ ଆସିବାକୁ ଦ୍ୱିଧା ପ୍ରକାଶ ମଧ୍ୟ କରନ୍ତି କାହିଁକି ନା ସେମାନେ ଯାହା କୁହନ୍ତି ତାହା ପ୍ରାୟତ କରିବାକୁ ପଡେ।

କିନ୍ତୁ ଆପଣ ଜାଣିଛନ୍ତି କି ତାଙ୍କୁ ଦାନ ଦେବା ବ୍ୟତୀତ ଯଦି ତାଙ୍କ ପାଖରୁ ଆପଣ ଏହି ଗୋଟିଏ ଜିନିଷ ମାଗି ଆଣନ୍ତି ତାହେଲେ ଆପଣଙ୍କ ଧନ ଜନିତ ସବୁ ସମସ୍ୟା ସମାଧାନ ହୋଇଯିବ।

ହିନ୍ଦୁ ଗ୍ରନ୍ଥ ରେ ଏହା ଅଛି ଯେ କିନ୍ନର ମାନେ ବୁଧ ଗ୍ରହ କୁ ଶାନ୍ତି କରିଥାନ୍ତି।

କିନ୍ନର ମାନେ ଯାହାକୁ ବୁଧବାର ଆଶ୍ରିବଦ୍ କରନ୍ତି ତାହାର ଭାଗ୍ୟ ଖୋଲିଯାଇଥାଏ।କାହିଁକି ନା ବୁଧ ଗ୍ରହ କୁ ମଧ୍ୟ ନ ପୂଷକ ଗ୍ରହ ବୋଲି କୁହା ଯାଏ ଏବଂ କିନ୍ନର ମାନଙ୍କ ସହ ଏହାର ସମ୍ବଧ ଥାଏ।

କୌଣସି କିନ୍ନର ଙ୍କ ଠୁ ୧ ଟଙ୍କା ର ଟଙ୍କା ମାଗି ନିଅନ୍ତୁ।

ଯଦି ସେ ଦେଇ ଦିଅନ୍ତି ତାହେଲେ ଜାଣନ୍ତୁ ଆପଣଙ୍କ ଉନ୍ନତି ସୁନିଶିଚିତ। ସାଧାରଣତଃ ସେମାନେ ସହଜରେ ଦିଅନ୍ତି ନାହିଁ।କିନ୍ତୁ କହିଲେ ସେ ଦେଇଦିଅ ନ୍ତି।

ଯଦି ଆପଣଙ୍କ ସନ୍ତାନ ହେଉନାହିଁ ତାହେଲେ ଏକ ପୁଅ ର କଣ୍ଢେଇ କୁ ନେଇ କିନ୍ନର ଙ୍କୁ ଦିଅନ୍ତୁ।

ଯଦି ସେ ଏହାକୁ ନେଇ ଯାଆନ୍ତି ତାହେଲେ ଆପଣଙ୍କ ସନ୍ତାନ ପାଇବା ନିଶ୍ଚିନ୍ତ ବୋଲି ଜାଣନ୍ତୁ।

Leave a Reply

Your email address will not be published. Required fields are marked *