ପୁଣିଥରେ ଓଡିଶା ରେ  ଏକ ନୂଆ ଇତିହାସ  ସୃଷ୍ଟି କଲେ କିନ୍ନର ମେଘନା : ପ୍ରଥମ କିନ୍ନର ଡ୍ରାଇଭର ଭାବରେ ଓଲା ରେ ପାଇଲେ ନିଯୁକ୍ତି

ମେଘନା ସାହୁ  ;-   ଏତିକି ହିଁ ଯଥେଷ୍ଟ ତାଙ୍କ ବିଷୟରେ କହିବା , ଗତବର୍ଷ ପ୍ରଥମ କିନ୍ନର ହିସାବରେ ସେ ତାଙ୍କ ପୁରୁଷ ବନ୍ଧୁ ଙ୍କୁ ବିବାହ କରି , ଏକ ଛୋଟ ପିଲା କୁ ଆଦରି ନେଇଥିଲେ ମା ହିସାବରେ I 


ସାରା ଓଡ଼ିଶାରେ ଚହଳ ପଡିଥିଲା ଏ ଘଟଣା I ଖାଲି ଏତିକି ନୁହେଁ ମେଘନା କିନ୍ନର ସମାଜ ର ଉର୍ନତି ପାଇଁ ଲଢେଇ ଜାରି ରଖିଛନ୍ତି I ଏବେ ପୁଣି ଥରେ ଆଉ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି କିନ୍ନର ମେଘନା I ।  ପ୍ରଥମ  କିନ୍ନର  ଭାବରେ ଓଲା ରେ ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି ମେଘନା ।


ଏହା ଏକ ଗର୍ବର କଥା ଆମ ପାଇଁ I ଏନେଇ  ଓଲା କ୍ୟାବ ପକ୍ଷରୁ ଟୁଇଟ କରାଯାଇଛି  । ମେଘନା ଙ୍କୁ ଓଡିଶା Exclusive ପରିବାର ତରଫରୁ ଅଭିନନ୍ଦନ I

Leave a Reply

Your email address will not be published. Required fields are marked *