ନିଜ ଜନ୍ମ ତାରିଖରୁ  ଜାଣନ୍ତୁ ନିଜ ବିବାହ ବିଷୟରେ !! Love  marriage ନା Arranged marriage  ?

କୁହାଯାଏ ବିବାହ ସ୍ଵର୍ଗରେ ହିଁ ହେଇଥାଏ , ଯିଏ ଯାହା ହାଣ୍ଡିରେ ଚାଉଳ ପକାଇଥାଏ  ତାକୁ ହିଁ ଜୀବନ ସାଥି ଭାବରେ ପାଇଥାଏ ବୋଲି ଓଡ଼ିଆରେ ଏକ ଢଗ ଅଛି I  କିନ୍ତୁ ଯୁବକ ଯୁବତୀ  ମାନଙ୍କ ମନରେ  ବିବାହ କୁ ନେଇ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କିମାରେ  ଯେ ସେମାନଙ୍କର ପ୍ରେମ ବିବାହ   ନା  ପରିବାର ନିଷ୍ପତି ରେ ବିବାହ ହେବ ? ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଜନ୍ମ  ତାରିଖରୁ  ଆମେ ଜାଣିପାରିବା ଯେ କିପରି ଭାବେ ବିବାହ ହେବ I

1) ଯେଉଁମାନଙ୍କର   ଯେକୌଣସି ମାସର 1,10,19,28  ତାରିଖରେ ରେ ଜନ୍ମ ହେଇଥାଏ : ଏହା ସୂର୍ଯ୍ୟଙ୍କର ଅଙ୍କ ଅଟେ I ଏମାନେ ସ୍ଵଭାଵ ରେ ବହୁତ ଲାଜକୁଳା ହେଇଥାନ୍ତି I ଏମାନଙ୍କ ଲାଜୁଆ ସ୍ଵଭାଵ ଯୋଗୁ ସହଜରେ ଏମାନେ ପ୍ରେମ କୁ ପ୍ରକାଶ କରିପାରନ୍ତି ନାହିଁ , ତେଣୁ ଏମାନଙ୍କର ପ୍ରେମ ବିବାହ ସମ୍ଭବ ହେଇପାରିନଥାଏ I ଏମାନଙ୍କର Arranged marriage ହେଇଥାଏ I 2) ଯେଉଁମାନଙ୍କର   ଯେକୌଣସି ମାସର 2,11,20,29  ତାରିଖରେ ରେ ଜନ୍ମ ହେଇଥାଏ: ଏହା ଚନ୍ଦ୍ରମା ଙ୍କର ଅଙ୍କ ଅଟେ  I ଚନ୍ଦ୍ର ଙ୍କ ପ୍ରଭାବ ହେତୁ  ଏମାନେ ପ୍ରେମରେ ଭାରି ଭାବବିହ୍ୱୋଳ ଥାନ୍ତି I ଜଣକୁ ଭଲ ପାଇଥାନ୍ତି ଏବଂ ତାକୁ ହିଁ ବିବାହ କରିଥାନ୍ତି I


3) ଯେଉଁମାନଙ୍କର   ଯେକୌଣସି ମାସର 3,12,21,30  ତାରିଖରେ ରେ ଜନ୍ମ ହେଇଥାଏ: ଏହା ଗୁରୁ ଙ୍କର ଅଙ୍କ ଅଟେ  I  ଏମାନେ ପ୍ରେମରେ ସଫଳ ହେଇଥାନ୍ତି , ପ୍ରେମକୁ ବିବାହ ପର୍ଯ୍ୟନ୍ତ  ପହଞ୍ଚାଇବାକୁ ଅନ୍ୟର ସାହାରା ନେଇଥାନ୍ତି I
4) ଯେଉଁମାନଙ୍କର   ଯେକୌଣସି ମାସର 4,13,22,31  ତାରିଖରେ ରେ ଜନ୍ମ ହେଇଥାଏ: ଏହା ରାହୁ ଙ୍କର ଅଙ୍କ ଅଟେ  I ଏମାନେ ଅନେକଙ୍କୁ ପ୍ରେମ କରିଥାନ୍ତି , ପ୍ରେମ ପ୍ରତି ଏମାନେ ଏତେ ଗମ୍ଭୀର ହୋଇନଥାନ୍ତି I ଏମାନଙ୍କର ପ୍ରେମ ବିବାହ ହେଇପାରିନଥାଏ , ବୈବାହିକ ଜୀବନ ମଧ୍ୟ ଏତେ ଖୁଶିରେ ଅତିବାହିତ ହେଇପାରିନଥାଏ I

5) ଯେଉଁମାନଙ୍କର   ଯେକୌଣସି ମାସର 5,14,23,  ତାରିଖରେ ରେ ଜନ୍ମ ହେଇଥାଏ:  ଏମଙ୍କର ଜାତକ ଅନୁଯାଇ ପ୍ରେମ ବିବାହ ଥିଲେ ମଧ୍ୟ ଅଧିକାଂଶ ପରିବାର ନିଷ୍ପତି ଅନୁଯାଇ ବିବାହ କରିଥାନ୍ତି I
6) ଯେଉଁମାନଙ୍କର   ଯେକୌଣସି ମାସର 6,15,24,  ତାରିଖରେ ରେ ଜନ୍ମ ହେଇଥାଏ:  ଏହା ଶୁକ୍ର ର ଅଙ୍କ ଅଟେ I ଏମାନେ ଅଧିକ ପ୍ରେମରେ ରହିଥାନ୍ତି ଯାହାଫଳରେ ପ୍ରେମରେ ସଠିକ ସାଥି ଚୟନ କରିପାରିନଥାନ୍ତି I ତଥାପି ଏମାନେ ପ୍ରେମ ବିବାହ ହିଁ କରିଥାନ୍ତି I
7) ଯେଉଁମାନଙ୍କର   ଯେକୌଣସି ମାସର 7,16,25,  ତାରିଖରେ ରେ ଜନ୍ମ ହେଇଥାଏ:  ଏହା କେତୁ  ର ଅଙ୍କ ଅଟେ I ଏମାନେ  ସ୍ଵଭାଵ ରେ ଭାରି ଲାଜକୁଳା ହେଇଥିବାରୁ ପ୍ରେମକୁ ସହଜରେ ପ୍ରକାଶ କରିପାରିନଥାନ୍ତି , କିନ୍ତୁ ଏମାନେ ପ୍ରେମ ବିବାହ କରିବାକୁ ପସନ୍ଦ କରିଥାନ୍ତି I


8) ଯେଉଁମାନଙ୍କର   ଯେକୌଣସି ମାସର 8,17,26,  ତାରିଖରେ ରେ ଜନ୍ମ ହେଇଥାଏ:  ଏହା ଶନି   ର ଅଙ୍କ ଅଟେ I ଏମାନେ  ସହଜରେ ପ୍ରେମରେ ପଡ଼ିନଥାନ୍ତି , ବହୁତ କମ ପ୍ରେମରେ ପଡ଼ିଥାନ୍ତି , ଯେଉଁମାନେ କି ମୃତ୍ୟୁ ପର୍ଯ୍ୟନ୍ତ ସାଥି କୁ ଭଲ ପାଇଥାନ୍ତି I
9) ଯେଉଁମାନଙ୍କର   ଯେକୌଣସି ମାସର 9,18,27,  ତାରିଖରେ ରେ ଜନ୍ମ ହେଇଥାଏ:  ଏହା ମଙ୍ଗଳ   ର ଅଙ୍କ ଅଟେ I ଏମାନେ   ପ୍ରେମ ବିବାହ କୁ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ , କିନ୍ତୁ ପ୍ରେମ ବିବାହ ହେଉ କିମ୍ବା , ପରିବାର ନିଷ୍ପତି ରେ ହେଉ , ବିବାହ ପରେ ସାଥି ଙ୍କୁ ଏମାନେ ବହୁତ ପ୍ରେମ କରିଥାନ୍ତି

Leave a Reply

Your email address will not be published. Required fields are marked *