A ନାମ ଧାରୀ ବ୍ୟକ୍ତି ଙ୍କ  ପ୍ରକୃତି ଏବଂ ସ୍ଵଭାଵ

ପୂର୍ବ ଥର ଆମେ S , ଏବଂ R ନାମର ମହତ୍ୱ , ଚରିତ୍ର  , ସ୍ଵଭାଵ ବିଷୟରେ  ଆଲୋଚନା କରିଥିଲେ , ଆଜି ଆସନ୍ତୁ ଇଂରାଜୀ ନାମ A ରୁ ଆରମ୍ଭ ହେଇଥିବା ବ୍ୟକ୍ତି ଙ୍କ ବିଷୟରେ ବର୍ଣ୍ଣନା କରିବା I 
1) ଏମାନେ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ହେଇଥାନ୍ତି 

2) ସୁନ୍ଦରତା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ I 

3) ଏମାନେ ବହୁତ ଭାବୁକ ହେଇଥାନ୍ତି , ପରିବାର ର  ସମସ୍ତଙ୍କର ମଙ୍ଗଳ କାମନା କରିଥାନ୍ତି I 

4) ଏମାନେ ଯାହା କହିଥାନ୍ତି ତାହା ଠିକ ବୋଲି ଭାବିଥାନ୍ତି , ଏବଂ ଅନ୍ୟ ମାନେ ଏମାନଙ୍କ କଥା ମାନନ୍ତୁ ବୋଲି ଏମାନଙ୍କର ଇଛା I 

5) ଏମାନେ  CARRIER ରେ ବହୁତ ଆଗକୁ ଯାଇଥାନ୍ତି , ଯେଉଁ କାମ କୁ ଥରେ ଆରମ୍ଭ କରନ୍ତି ଶେଷ ନକଲା ପର୍ଯ୍ୟନ୍ତ ସେହି କାମରେ ଲାଗିଥାନ୍ତି I 

6) ଏମାନଂକୁ ସଫଳତା ବହୁତ ବିଳମ୍ବ ରେ ମିଳିଥାଏ , କିନ୍ତୁ ଏମାନେ ସଫଳତା ର ଶୀର୍ଷ ସ୍ଥାନ ରେ ପହଂଚିପାରନ୍ତି I 

7) ଏମାନେ ପ୍ରେମକୁ ବହୁତ ଗୁରୁତ୍ୱ ଦେଇଥାନ୍ତି , କିନ୍ତୁ  ପ୍ରାୟତ ଅଧିକାଂଶ ପ୍ରେମରେ ବିଫଳ ହେଇଥାନ୍ତି I ଯେଉଁ ସମ୍ପର୍କ ରେ ଯୋଡି ହୁଅନ୍ତି ଚେଷ୍ଟା କରନ୍ତି ସେହି ସମ୍ପର୍କ କୁ ସାରାଜୀବନ ପାଇଁ ବଜାୟ ରଖିବାକୁ I ପ୍ରେମରେ ଧୋକାବାଜ କୁ ଏମାନେ ଘୃଣା କରନ୍ତି I 

8) ଏମାନେ ବହୁତ ସାହସୀ ଅଟନ୍ତି I 

9) ସାମାଜିକ କାର୍ଯ୍ୟରୁ ଏମାନେ ଦୁରେଇ ରୁହନ୍ତି I 

10) ଘରେ ଏବଂ ସମାଜରେ ଏମାନଙ୍କୁ ପ୍ରାୟତ ସମସ୍ତେ ପସନ୍ଦ କରନ୍ତି I 

11) ଏମାନେ ବହୁତ କ୍ରୋଧୀ ବା ରାଗି ସ୍ଵଭାଵ ର ଅଟନ୍ତି I 

12) କୌଣସି କାର୍ଯ୍ୟରେ ଏମାନେ ପରାଜୟ ବରଣ କରିବାକୁ ପସନ୍ଦ କରନ୍ତି ନାହିଁ I 

13) ଏମାନେ ସିଧା ସଳଖ କଥା କହିଥାନ୍ତି , ଅନ୍ୟ ମାନଙ୍କୁ ପସନ୍ଦ ଲାଗୁ କିମ୍ବା ଖରାପ ଲାଗୁ ଏମାନଙ୍କର କିଛି ଯାଏ ଆସେ ନାହିଁ I

Leave a Reply

Your email address will not be published. Required fields are marked *