ଅନ୍ୟ ର ଏହି ୪ ଟି ଜିନିଷ କେବେ ବି ରଖନ୍ତୁ ନାହି ନିଜ ଘରେ: ନହେଲେ ଦାରିଦ୍ର୍ୟତା ମାଡ଼ି ଆସିବ

ବାସ୍ତୁ ଶାସ୍ତ୍ର ଜୀବନ କୁ ସରସ ଓ ସୁଖ ମୟ କରିବାକୁ ନାନାଦି ଉପଦେଶ ଦେଇଥାଏ।

ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ର ଏହି ଉପଦେଶ ବିଷୟରେ।କେଉଁ କେଉଁ ଅନ୍ୟର ଜିନିଷ ଆମ ଘରେ ରଖିବା ଉଚିତ୍ ନୁହେଁ।

୧. ଅନ୍ୟର କପଡା/ବସ୍ତ୍ର

ବାସ୍ତୁ ଶାସ୍ତ୍ର ଅନ୍ୟର ବସ୍ତ୍ର କୁ ନିଜ ଘରେ ରଖିବାକୁ ବାରଣ କରିଛି। ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି।ଅନ୍ୟ ର ବସ୍ତ୍ର ରେ କୌଣସି ରୋଗ ଜୀବାଣୁ ମଧ୍ୟ ଥାଇ ପାରନ୍ତି ଏବଂ ବସ୍ତ୍ର ଆସିବ ଦ୍ଵାରା କିଛି ଦୁ ଶକ୍ତି ମଧ୍ୟ ଘରକୁ ପ୍ରବେଶ କରନ୍ତି।ତେଣୁ ଅନ୍ୟର ବସ୍ତ୍ର କୁ ଘରେ ରଖନ୍ତୁ ନାହି।

୨.ଘର ର ବାଥରୁମ୍

ଅନ୍ୟ ବାହାର ଲୋକ ମାନଙ୍କୁ ନିଜ ଘର ର ବାଥ୍ ରୁମ୍ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ।ଏହା ଘର ର ଶାନ୍ତି ଉପରେ ପ୍ରଭାବ ପକାଇ ଥାଏ। ଗେଷ୍ଟ ମାନଙ୍କ ପାଇଁ ଏକ ଅଲଗା ବାଥ୍ ରୁମ୍ ବ୍ୟବସ୍ଥା କରନ୍ତୁ।

୩.ଅନ୍ୟ ର ଜୋତା/ଚପଲ

ଘରେ ଅନ୍ୟର ଜୋତା ବା ଚପଲ ରହିବା ଦ୍ଵାରା ଘରକୁ ଦୁଶକ୍ତି ପ୍ରବେଶ କରିଥାଏ।ଯଦି ଘରେ ଅନ୍ୟର ଚପଲ ଅଛି ତେବେ ତାକୁ ତୁରନ୍ତ ବାହାର କରି ଦିଅନ୍ତୁ।

୪.ଅନ୍ୟ ର ନଖ

ଅନ୍ୟ ବାହାର ଲୋକ ଙ୍କ ନିଜ ଘରେ ନଖ କାଟିବାକୁ ଦିଅନ୍ତୁ ନାହିଁ। ଏମିତି ହେବା ଦ୍ବାରା ଘରେ ଥିବା ଶୁଭ ଶକ୍ତି ମାନେ ଚାଲି ଯାଇଥାନ୍ତି। ତେଣୁ ଅନ୍ୟ ର ନଖ କୁ ନିଜ ଘରେ ପଡିରହିବାକୁ ଦିଅନ୍ତୁ ନାହିଁ।

ତେବେ ଏହା ଥିଲା ସେହି ୪ଟି କାମ ଯାହାକୁ ନିଜ ଘରେ ହେବାକୁ ଦିଅନ୍ତୁ ନାହି।ତୁମ ଘର ପାଇଁ ମଙ୍ଗଳ ହେବ।

ଧନ୍ୟବାଦ୍(ଓଡ଼ିଶା exclusive)

Leave a Reply

Your email address will not be published. Required fields are marked *