B ନାମ ଧାରୀ ବ୍ୟକ୍ତି ଙ୍କ  ପ୍ରକୃତି ଏବଂ ସ୍ଵଭାଵ

ପୂର୍ବ ଥର ଆମେ S , R,ଏବଂ A ନାମର ମହତ୍ୱ , ଚରିତ୍ର  , ସ୍ଵଭାଵ ବିଷୟରେ  ଆଲୋଚନା କରିଥିଲେ , ଆଜି ଆସନ୍ତୁ ଇଂରାଜୀ ନାମ B ରୁ ଆରମ୍ଭ ହେଇଥିବା ବ୍ୟକ୍ତି ଙ୍କ ବିଷୟରେ ବର୍ଣ୍ଣନା କରିବା 

1) ଏମାନେ ସମ୍ବେଦନ ଶିଳ ବ୍ୟକ୍ତି ଅଟନ୍ତି 

2) ଏମାନେ ଭାରି ସାହସୀ ଅଟନ୍ତି I 

3) ଏମାନଙ୍କ ଜୀବନରେ ବହୁତ ରହସ୍ୟ ଥାଏ , ଯାହାକି ସେମାନଙ୍କର ନିକଟତର ବ୍ୟକ୍ତି ମାନେ ମଧ୍ୟ ଜାଣିନଥାନ୍ତି I 

4) ଏମାନେ ସାଧାରଣତଃ ବେଶୀ ସାଙ୍ଗ ସାଥି କରନ୍ତି ନାହିଁ କିନ୍ତୁ ଯେଉଁମାନଙ୍କ ସାଥିରେ ମିଶନ୍ତି ଦରକାର ପଡିଲେ ତାଙ୍କ ପାଇଁ ସବୁ କିଛି କରିବାକୁ ଚେଷ୍ଟା କରନ୍ତି I ବନ୍ଧୁତ୍ୱ ରେ ଏମାନେ ବହୁତ ସଚୋଟ ଏବଂ ବଫାଦାର I 

5) ପ୍ରେମ ଏବଂ ରୋମାନ୍ସ ରେ ଏମାନେ ଖୋଲା ସ୍ୱଭାବର I ଅଧିକାଂଶ ସ୍ଥଳରେ ଏମାନେ ଧୋକା ଖାଇଥାନ୍ତି I 

6) ଏମାନେ ପ୍ରକୃତି ପ୍ରେମୀ ଅଟନ୍ତି I  

7) ଏମାନେ  ସମ୍ଭୋଗ ପ୍ରତି ବେଶୀ ଆକର୍ଷିତ I 

8) ଏମାନଙ୍କ ପାଇଁ ସୁନ୍ଦରତା , ଟଙ୍କା ଏବଂ ସମ୍ପର୍କ ର ମୂଲ୍ୟ ଅଧିକ I 

9) ସାମାଜିକ କାର୍ଯ୍ୟରେ ଏମାନେ ଅଧିକ ଜଡିତ ଥାଆନ୍ତି , ତେଣୁ ଏମାନଙ୍କୁ ସମସ୍ତେ ଶ୍ରଦ୍ଧା କରିଥାନ୍ତି I 

10)ଏମାନେ ଭାରି ବୁଦ୍ଧିମାନ ଏବଂ ନିଜ ବୁଦ୍ଧି ବଳରେ   କିଛି ନୂଆ କରିବାକୁ ସବୁବେଳେ ଏମାନେ ଚେଷ୍ଟା କରିଥାନ୍ତି , 

 

11) ଏମାନେ ନିଜ ପରିଶ୍ରମରେ ବିଶ୍ୱାସ କରନ୍ତି I 

12  ପରାଜୟ କୁ ଏମାନେ ପସନ୍ଦ କରନ୍ତି ନାହିଁ , ଯେ କୌଣସି କାର୍ଯ୍ୟରେ ହାତ ଦିଅନ୍ତି ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ଏମାନେ ସଫଳତା ପାଇବାକୁ ଚେଷ୍ଟା କରନ୍ତି I 

13) ସ୍ଵଭାଵ ରେ ଏମାନେ ଟିକେ ଜିଦିଆ ଅଟନ୍ତି

Leave a Reply

Your email address will not be published. Required fields are marked *