ଏଟିଏମ ରେ ଟଙ୍କା ଅଭାବ କୁ ନେଇ   ଆଜି ବିଜେଡିର ଆନ୍ଦୋଳନ

ସାରା ଦେଶରେ ଆର୍ଥିକ ଅଚଳାବସ୍ଥା ଲାଗିରହିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି I ରାଜ୍ୟର ଅଧିକାଂଶ ଏଟିଏମ୍‌ରେ  ରେ ଟଙ୍କା ନାହିଁ , ଗ୍ରାହକ ହନ୍ତସନ୍ତ ହେଉଛନ୍ତି I ଏଇଥିପାଇଁ ବିଜେଡି ତରଫରୁ କେନ୍ଦ୍ର ସରକାର ଙ୍କୁ  କୁ ଦାୟୀ କରାଯାଇଛି ଏବଂ ଆଜି ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ଆଗରେ ବିଜେଡି ତରଫରୁ ଦିନ 10 ରୁ 12 ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ I ଦଳ ପକ୍ଷରୁ ସମସ୍ତ ବ୍ଲକ ରେ ପିକେଟିଂ କରାଯିବ I

Leave a Reply

Your email address will not be published. Required fields are marked *