ସିନ୍ଦୁର ପିନ୍ଧିବା ସମୟରେ ଏହି ସାମାନ୍ୟ ଭୁଲ ପାଇଁ  ସ୍ୱାମୀ ଙ୍କ ଆୟୁଷ କମିଥାଏ

ସିନ୍ଦୁର ହେଉଛି ସ୍ଵଧବା ନାରୀ ର ଅଳଙ୍କାର , କୁହାଯାଏ ସିନ୍ଦୁର  ପିନ୍ଧିବା  ଦ୍ୱାରା ସ୍ୱାମୀ ର ଆୟୁଷ ବୃଦ୍ଧି ହେଇଥାଏ 

 I  ବିଶ୍ୱାସ ରହିଛି ସିନ୍ଥି ରେ ସିନ୍ଦୁର ପିନ୍ଧିବା ଦ୍ୱାରା ମା ଲକ୍ଷ୍ମୀ ମଥାରେ ରହିଥାନ୍ତି , ଏବଂ ଧନ ର ଅଭାବ ରହିନଥାଏ I ପଶ୍ଚିମ ଦିଗକୁ ମୁଁହ କରି ଅନାମିକା ଆଙ୍ଗୁଠିରେ ସିନ୍ଦୁର ପିନ୍ଧିଲେ ଅର୍ଥ ଏବଂ ସୁଖ ସମୃଦ୍ଧି ହେଇଥାଏ I 

ଉତ୍ତର ଦିଗ କୁ ମୁହଁ କରି ତର୍ଜନୀ ଆଙ୍ଗୁଠି ରେ ସିନ୍ଦୁର ପିନ୍ଧିବା ଦ୍ୱାରା ଜ୍ଞାନ ବୃଦ୍ଧି ହେଇଥାଏ I 

ପୂର୍ବ  ଦିଗ କୁ ମୁହଁ କରି ମଧ୍ୟମା ଆଙ୍ଗୁଠି ରେ ସିନ୍ଦୁର ପିନ୍ଧିବା ଦ୍ୱାରା ଘରକୁ  ସୁଖ ଶାନ୍ତି ଆସିଥାଏ I 

କିନ୍ତୁ ଭୁଲ ରେ କୌଣସି କାଠି ରେ ସିନ୍ଦୁର ପିନ୍ଧନ୍ତୁ ନାହିଁ , ଏହା ଦ୍ୱାରା ସ୍ୱାମୀଙ୍କର ଆୟୁଷ କମିଥାଏ ବୋଲି ଶାସ୍ତ୍ର ଅନୁଯାଇ କୁହାଯାଏ I ସିନ୍ଦୁର ତଳେ ପଡିଗଲେ ଭୁଲ୍ ରେ ବି ଗୋଡ ଲଗାନ୍ତୁ ନାହିଁ ଏହା ଦ୍ୱାରା ଲକ୍ଷ୍ମୀ ରାଗିଥାନ୍ତି ଏବଂ ସ୍ୱାମୀର ଆୟୁଷ ହାନି ହେଇଥାଏ ବୋଲି କୁହାଯାଏ

Leave a Reply

Your email address will not be published. Required fields are marked *