M ନାମ ଧାରୀ ବ୍ୟକ୍ତି ଙ୍କ  ପ୍ରକୃତି ଏବଂ ସ୍ଵଭାଵ

ପୂର୍ବ ଥର ଆମେ S , R,B, ଏବଂ A ନାମର ମହତ୍ୱ , ଚରିତ୍ର  , ସ୍ଵଭାଵ ବିଷୟରେ  ଆଲୋଚନା କରିଥିଲେ , ଆଜି ଆସନ୍ତୁ ଇଂରାଜୀ ନାମ M ରୁ ଆରମ୍ଭ ହେଇଥିବା ବ୍ୟକ୍ତି ଙ୍କ ବିଷୟରେ ବର୍ଣ୍ଣନା କରିବା 

1) ଏମାନେ ଭାବୁକ ଏବଂ ସଂକୋଚ ସ୍ଵଭାଵ ର 

2) ଏମାନେ ବହୁତ ଜ୍ଞାନୀ ହୋଇଥାନ୍ତି 

3) ଏମାନେ ବହୁତ ଜିଦଖୋର ପ୍ରକୃତିର 

4) ଏମାନଙ୍କ ଜାତକରେ ଭାଗ୍ୟଦେବୀ ପ୍ରସନ୍ନ ଥାନ୍ତି , ଯାହାଫଳରେ ଏମାନେ ଧନୀ ହେଇଥାନ୍ତି I 

5) ଏମାନଙ୍କ ମଧ୍ୟରୁ ଅଧିକାଂଶ ଭଲ ବକ୍ତା ଏବଂ ଲେଖକ ହେଇଥାନ୍ତି 

6) ରାଜନୀତି ପ୍ରତି ଏମାନେ ଅଧିକ ଆକର୍ଷିତ 

7) ଯେ କୌଣସି କାର୍ଯ୍ୟ ହେଉ ଏମାନେ ସଫଳତା ର ଶୀର୍ଷ ଛୁଇଁ ଥାଆନ୍ତି I 

8) ପ୍ରେମରେ ଏମାନେ ବହୁତ ଜଲ୍ଦି ପଡ଼ିଯାଆନ୍ତି ଏବଂ ନିଜ ପ୍ରେମକୁ ପାଇବାକୁ ଏମାନେ କିଛି ବି କରିପାରନ୍ତି I ପ୍ରେମରେ ଏମାନେ ନିଜ ସାଥୀକୁ ନିଜଠୁ ବି ଅଧିକ ଭଲ ପାଇଥାନ୍ତି I 

9) ଖରାପ କାମ କୁ ଏମାନେ ପ୍ରଶୟ ଦିଅନ୍ତି ନାହିଁ I 

10) ଏମାନେ ଯାହା କହିବା କଥା ସିଧାସଳଖ ଏବଂ ରୋକଠୋକ କହିଥାନ୍ତି , ଫଳରେ ଅନେକ ଶତ୍ରୁ ଏମାନଙ୍କର ସୃଷ୍ଟି ହେଇଥାନ୍ତି I 

11) ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିବାକୁ ଚେଷ୍ଟା କରିଥାନ୍ତିI 

12) ଏମାନେ ଥରେ ରାଗିଗଲେ ବୁଝାଇବା ଭାରି କଷ୍ଟ 

13) ନିଜର ସମାଲୋଚନା ସହ୍ୟ କରିପାରନ୍ତି ନାହିଁ ,ନିଜର ବଡ ପଣିଆ ଦେଖାଇବାକୁ ସବୁବେଳେ ଚେଷ୍ଟା କରନ୍ତି I 
14) ସବୁବେଳେ ଅନ୍ୟମାନଙ୍କୁ ମାଗଣା  ଉପଦେଶ ଦେବାକୁ ଚେଷ୍ଟା କରନ୍ତି I

Leave a Reply

Your email address will not be published. Required fields are marked *