ଜାଣନ୍ତୁ ଦାନ୍ତ ମଝିରେ ଥିବା ଫାଙ୍କା ସ୍ଥାନ କଣ କହିଥାଏ ଆପଣଙ୍କ ବିଷୟ ରେ

ଯେପରି ଭାବରେ ହସ୍ତ ରେଖା ଆମର ଭାଗ୍ୟ ବିଷୟରେ କହିଥାଇ ସେହିପରି ଆମ ଶରୀର ର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଆମ ବିଷୟରେ କିଛି କିଛି ସୂଚନା ଦେଇଥାନ୍ତି।

ସମୁଦ୍ର ଶାସ୍ତ୍ର ଅନୁସାରେ ମଣିଷର ଦାନ୍ତ ମଧ୍ୟରେ ଥିବା ଦୂରତା ମଧ୍ୟ ବ୍ୟକ୍ତି ବିଷୟରେ ସୂଚନା ଦେଇଥାଏ।

ସାଧାରଣଃ ଦାନ୍ତ ମଝିରେ ଦୂରତା ଥିବା ବ୍ୟକ୍ତି ମାନେ ବୁଦ୍ଧିମାନ, ଊର୍ଜବନ୍,ସାହସୀ ଓ ସଫା ମନର ହୋଇଥାନ୍ତି।

ଏମିତି ଲୋକ ମାନେ ମସ୍ତିଷ୍କ ରୁ ବହୁତ୍ ତୀକ୍ଷ୍ଣ ଥାନ୍ତି ଓ ଏମାନଙ୍କୁ ସହଜରେ ବୋକା ବନେଇ ହେବ ନାହିଁ।

ଏମାନେ ଜୀବନରେ ବହୁତ୍ ସଫଳତା ପାଇଥାନ୍ତି ଓ ସମସ୍ତ ପରିସ୍ଥିତି ରେ ଖୁସି ରହିବା ସିଖିଥନ୍ତି।ସମୟର ସଦୁପଯୋଗ କରିବାକୁ ଭଲ ପାଆନ୍ତି।

ଏମାନେ ଟଙ୍କା କୁ ଏଣେ ତେଣେ ବାଜେ ଖର୍ଚ୍ଚ କରନ୍ତି ନାହି।

ମନରୁ ବହୁତ୍ ଧନୀ ଓ ସଚ୍ଚୋଟ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *