ଠାକୁର ଘରେ ଏସବୁ ଫଟ ରଖନ୍ତୁ ନାହିଁ ନଚେତ …

ଶାସ୍ତ୍ର ଅନୁଯାଇ  ତିନିଜଣ ଦେବ ଦେବୀ ଙ୍କୁ  ଘରେ ରଖି ପୂଜା କରନ୍ତୁ ନାହିଁ  , କାହିଁକିନା ଏମାନଙ୍କ ପୂଜାରେ ସାମାନ୍ୟ ବ୍ୟାଘାତ ହେଲେ ଘରେ ସବୁବେଳେ କଳିଝଗଡ଼ା ଏବଂ ଅନର୍ଥ ଲାଗିରହିବ 

1) ଶିବ ଙ୍କର ନଟରାଜ ମୂର୍ତି /ଫଟ :-ଏହା ହେଉଛି ମହାଦେବ ଙ୍କ ତାଣ୍ଡବ ବେଳର ଦୃଶ୍ୟ ,ମହାଦେବ ଯେତେବେଳେ ଅତି କ୍ରୋଧିତ ହେଇଯାନ୍ତି ତାଣ୍ଡବ ନୃତ୍ୟ କରିଥାନ୍ତି I ତେଣୁ ଏହାକୁ ରଖିବା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହେଇଥାଏ I


 

2) ମା ଦୁର୍ଗାଙ୍କର ଚଣ୍ଡୀରୁପି ଫଟ :-ଏହି ବେଶରେ ମା ମହିଷାସୁର କୁ ବଧ କରି ଥିଲେ I ଏହାକୁ ଘରେ କେବେଭି ରଖନ୍ତୁ ନାହିଁ ଏହା ଦ୍ୱାରା ଘରେ କଳହ ଲାଗିରହିଥାଏ ବୋଲି  ବାସ୍ତୁ କୁହେ I 

3) ସନିଦେବ  ଙ୍କ ଫଟ : କୁହାଯାଏ ଶନି ଙ୍କ କୋପ ପଡିଲେ ସବୁ ଶାନ୍ତି ଉଭେଇଯାଇ ଅଶାନ୍ତି ରେ ଭରିଯାଏ I ତେଣୁ ଶନିଦେବ ଙ୍କ ଫଟ ବା ମୂର୍ତି ଘରେ ରଖନ୍ତୁ ନାହିଁ I 

ଯଦି ଏସବୁ ଫଟ ଘରେ ରଖୁଛନ୍ତି ତେବେ ନୀତିନିୟମ ଅନୁଯାୟୀ ପୂଜାପାଠ କରନ୍ତୁ ନଚେତ ଯଦି ନୀତିନିୟମ ଜଣ ନାହିଁ ତେବେ ଦୟାକରି ଏ ଫଟ ରଖି ଘରକୁ ଅଶାନ୍ତି ଡାକନ୍ତୁ ନାହିଁ I

Leave a Reply

Your email address will not be published. Required fields are marked *