​P  ନାମ ଧାରି ବ୍ୟକ୍ତି ଙ୍କ ପ୍ରକୃତି ଓ ସ୍ଵଭାବ

ବ୍ୟକ୍ତି ର ବ୍ୟକ୍ତିତ୍ଵ ଉପରେ ନାମ ର  ପ୍ରଭାବ ବହୁତ୍ ପଡ଼ିଥାଏ। ଯେଉଁଥିପାଇଁ ଜନ୍ମ ତାରିଖ ଏବୋ ସମୟକୁ ନେଇ ଜ୍ୟୋତିଷ ମାନେ ପିଲାର ନାମକରଣ କରିବାକୁ କହିଥାନ୍ତି I  ସେଥି ପାଇଁ ମତ ପିତା ଶିଶୁ ର ନାମ କରଣ ବହୁତ୍ ଭାବିଚିନ୍ତି କରିଥାନ୍ତି I ଆଜି ଆସନ୍ତୁ ଜାଣିବା P  ନାମ ଧାରି ବ୍ୟକ୍ତି ଙ୍କ ପ୍ରକୃତି ଓ ସ୍ଵଭାବ I 

1) ଏମାନେ ଭିଡ କୁ ପସନ୍ଦ କରନ୍ତି ନାହିଁ , ଭିଡ଼ରୁ ଦୁରେଇ ଵୃରନ୍ତି ,ଏମାନେ ଭାରି ଶାନ୍ତ ଶିଷ୍ଟ ଅଟନ୍ତି  I 

2) ଏମାନଙ୍କ ମନଭିତରେ ବହୁ ଦ୍ଵନ୍ଦ ଲାଗିରହିଥାଏ , ମନର କଥାକୁ ଏମାନେ କାହାକୁ କହିନଥାନ୍ତି , ମନରେ ଯେତେ କଷ୍ଟ ଥିଲେ ମଧ୍ୟ ଏମାନେ ବାହାରକୁ ଜଣା ପଡନ୍ତି ନାହିଁ I ମନର ଅବସ୍ଥା ଯେପରି ବି ଥାଉ ନା କାହିଁକି  ଅନ୍ୟକୁ ଖୁଶି କରିବାକୁ ଚେଷ୍ଟା କରିଥାନ୍ତି  

3) ଏମାନେ ଈଶ୍ୱର ବିଶ୍ୱାସୀ ,

4) CARRIER  କୁ ନେଇ ଏମାନେ ସବୁବେଳେ ପଛୁଆ ଥାଆନ୍ତି I   ଏମାନେ ନିଜର କାମକୁ ନେଇ ଅଧିକ ତତ୍ପର ହେଇଥାନ୍ତି , ତଥାପି ଏତେ ସହଜରେ ସଫଳତା ଏମାନଙ୍କୁ ମିଳିନଥାଏ I  କାର୍ଯ୍ୟକ୍ଷେତ୍ରରେ ବାରମ୍ବାର ଅସଫଳତା ମିଳିଥିଲେ ମଧ୍ୟ କେବେ ନିରାଶ ହୁଅନ୍ତି ନାହିଁ I ପୁଣି ଥରେ କାମ କୁ ଆରମ୍ବ କରନ୍ତି ଯେ ପର୍ଯ୍ୟନ୍ତ ସଫଳତା ନ ପାଇଥାନ୍ତି I 


5) ପ୍ରେମକୁ ନିଭାଇବାକୁ ଏମାନଙ୍କୁ ବହୁ ଅସୁବିଧାର ସରମୁଖୀନ ହେବାକୁ ପଡିଥାଏ I କିନ୍ତୁ ଯାହାକୁ ଭଲ ପାଆନ୍ତି ଖୋଲା ହୃଦୟରୁ ଭଲ ପାଇଥାନ୍ତି , ଏବଂ ସାରା ଜୀବନ ସାଥିରେ ରହିବାକୁ ପସନ୍ଦ କରିଥାନ୍ତି I 

6) ଏମାନେ ପରାପକାରୀ , ଦୟାଳୁ ,  ଧାର୍ମିକ ଏବଂ କୋମଳ ହୃଦୟର ଅଟନ୍ତି I 

7) ଏମାନଙ୍କର ଜୀବନରେ ବେଶୀ ଦୁଃଖ ଲାଗିରହିଥାଏ ବୋଲି ଏମାନଙ୍କର ଧାରଣା ସବୁବେଳେ ଥାଏ I 

ଏମାନେ ଅନ୍ୟର ଦୁଃଖ ଦେଖିପାରନ୍ତି ନାହିଁ I 

8) ଏମାନଙ୍କ ପାଇଁ ନିଜ ମାନ ସଂମାନ ସବୁଠାରୁ ବଡ ,

9) ଏମାନେ ପରିବାର ର ଉତ୍ତମ ଦାୟିତ୍ୱ ନେଇଥାନ୍ତି I କୌଣସି ପରିସ୍ଥିତି ରେ ବି ଏମାନେ COMPROMISE କରିବାକୁ ପସନ୍ଦ କରନ୍ତି ନାହିଁ I 


ନିଜର ବିଚାର କୁ ସବୁବେଳେ ଘରଲୋକଙ୍କ ଉପରେ ଏମାନେ ଲଦିବାକୁ ଚେଷ୍ଟା କରନ୍ତି ଯାହା ଫଳରେ ଅନ୍ୟମାନଙ୍କୁ ଏମାନଙ୍କୁ ବିଦ୍ରୋହ କରନ୍ତି I   

10) ଏମାନଙ୍କର ସହିବା ଶକ୍ତି ବହୁତ ଥାଏ ,

2 Comments on “​P  ନାମ ଧାରି ବ୍ୟକ୍ତି ଙ୍କ ପ୍ରକୃତି ଓ ସ୍ଵଭାବ”

Leave a Reply

Your email address will not be published. Required fields are marked *