ପ୍ରତିଦିନ ସକାଳୁ ଯେଉଁ ମହିଳା ମାନେ ଏହି କାମ କରିଥାନ୍ତି ସେହି ଘରେ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିଥାଏ

ଏମିତି ମାନା ଯାଏ କି ଯେଉଁଠି ମହା ଲକ୍ଷ୍ମୀ ଙ୍କ କୃପା ଥାଏ ସେଥି ଧନ ର ଅଭାବ ରୁହେ ନାହିଁ ଏବଂ ସୁଖ ଶାନ୍ତି ରୁହେ।କିନ୍ତୁ ବେଳେ ବେଳେ ଏମିତି ଦେଖା ଯାଏ କି ଘର ର ସମସ୍ତ ଲୋକ ରୋଜଗାର କରିବା ସତ୍ତ୍ଵେ ମଧ୍ୟ ଘର ର ବୃଦ୍ଧି ହୋଇପାରିନି।ଏମିତି ରେ ମାନସିକ ଚିନ୍ତା ବଢିଯାଏ ଓ ଆସନ୍ତି ଲାଗି ରୁହେ।

ଶାସ୍ତ୍ର ଅନୁସାରେ ଏହି ଉପୟକୁ ଘର ର ମୁଖ୍ୟ ମହିଳା ଙ୍କୁ ଆପଣେଇବାକୁ ପଡ଼ିବ ଯଦ୍ୱାରା କି ଘର ସୁଖ ଶାନ୍ତି ରେ ରହିବା।ଘର ର ପ୍ରମୁଖ ମହିଳାଙ୍କୁ ବ୍ରହ୍ମ ମୁହୂର୍ତ୍ତ ରେ ଉଠିବା ଦରକାର। ଏହା ପରେ ନିଜର ନିତ୍ୟକର୍ମ ସାରି ଘରକୁ ସଫା ସୁତୁରା କରିବା ଦରକାର।

ଏହା ପରେ ତମ୍ବା ପାତ୍ର ରେ ନିଜ ମୁଖ୍ୟ ଦ୍ଵାର ରେ ଜଳ ଚିଞ୍ଚନ୍ତୁ।ତମ୍ବା ପାତ୍ର ନେଇ ଏଥିରେ ତୁଳସୀ ପତ୍ର ବୁଡାଇ ଜଳ ଚିଞ୍ଚନ କରନ୍ତୁ। ଜଳ ଚିଞ୍ଚିବ ସମୟରେ ଏହି ମନ୍ତ୍ର କୁ ଜପ କରନ୍ତୁ।

 ଓଁ ମହାଲକ୍ଷ୍ମୀ ନମ୍ଃ ଓଁ ଶ୍ରୀ ଶ୍ରୀୟେ ନମ୍ଃ।

Leave a Reply

Your email address will not be published. Required fields are marked *