ସବୁଦିନ ହନୁମାନ ଚାଳିଶା ପଢ଼ିବାର ୭ଟି ଆଶ୍ଚର୍ଯ୍ୟ ଜନକ ଫାଇଦା

ଭଗବାନ ହନୁମାନ ନିଜ ଭକ୍ତ ମାନଂକ ଉପରେ ସର୍ବଦା କୃପାଳୁ ରହିଥାନ୍ତି।ହନୁମାନ ଙ୍କୁ ସାହାଯ୍ୟ ରେ ହିଁ ତୁଳସୀ ଦାସ ଙ୍କୁ ରାମ ଙ୍କ ଦର୍ଶନ ମିଳିଥିଲା।

କୁହା ଯାଏ ଯେ ଯେଉଁଠି ବି ପ୍ରଭୁ ରାମ ଙ୍କ ପୂଜା ହୁଏ ସେଥି ହନୁମାନ କେଉଁ ବି ରୂପରେ ଉପସ୍ଥିତ ଥାଆନ୍ତି।ଭଗବାନ ହନୁମାନ ଙ୍କୁ ପ୍ରସନ୍ନ କରିବାକୁ ତୁଳସୀ ଦାସ ହନୁମାନ ଚାଳିଶ ଲେଖିଥିଲେ।

ଏହି ଚାଳିଶ ର ନିୟମିତ ପାଠ ବହୁତ୍ ସରଳ ଓ ସହଜ ଅଟେ। ହନୁମାନ ଚାଳିଶା ରେ ହନୁମାନ ଅଷ୍ଟ ସିଦ୍ଧି ର ଡାଟା ବୋଲି କୁହା ଯାଇଛି।

ଯେଉଁ ବ୍ୟକ୍ତି ନିୟମିତ ଭାବରେ ହନୁମାନ ଚାଳିଶ ପାଠ କରିଥାଏ ତାର ସବୁ ମନସ୍କାମନା ହନୁମାନ ପୂରଣ କରିଥାନ୍ତି। ଯେବେ ବି ଆପଣଙ୍କୁ ଆର୍ଥିକ ସଙ୍କଟ ପଡେ ସେବେ ମନେ ମନେ ଭଗବାନ ଚାଳିଶା ର ପାଠ କରନ୍ତୁ।କିଛି ଦିନ ବିଷୟରେ ଆପଣଙ୍କ ଅସୁବିଧା ଦୂର ହେଇଯିବ।

ଯଦି ପଢ଼ିବା ମଙ୍ଗଳବାର ରୁ ଆରମ୍ଭ କରିବେ ତାହେଲେ ଏହା ଆହୁରି ଉତ୍ତମ ହୋଇଥାଏ।

ଯଦି କିଛି ଅଜଣା ଡର ଡରାଏ ତାହେଲେ ହନୁମାନ ଚାଳିଶ ର ପାଠ କରନ୍ତୁ ।

ଯେଉଁ ବ୍ୟକ୍ତି ପ୍ରତିଦିନ ହନୁମାନ ଚାଳିଶା ପାଠ କରେ ଭୂତ ପିଶାଚ ତାର ପାଖକୁ ଆସିପାରେ ନାହି।

ଯେଉଁ ବ୍ୟକ୍ତି ପ୍ରତିଦିନ ହନୁମାନ ଚାଳିଶା ପାଠ କରେ ତାର ମନୋବଳ ବହୁତ୍ ବଢିଯାଏ।

ଶୋଇବା ସମୟରେ ଯଦି ମନ ବିଚଳିତ ରୁହେ ଏବଂ ଠିକ୍ ସେ ନିଦ ନ ଆସେ ତାହେଲେ ହନୁମାନ ଚାଳିଶ ପଢ଼ିବା ଆରମ୍ଭ କରନ୍ତୁ।

Leave a Reply

Your email address will not be published. Required fields are marked *