କୋଟିଏ ରୁ ଗୋଟିଏ ହୋଇଥାଏ ଏହି ୬ ଟି ଝିଅ ନାମର ଝିଅ

ଆଜି କାଲି ପ୍ରତ୍ୟେକ ବ୍ୟକି ଦୁନିଆ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆଶାୟୀ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଖାସ୍ ନାମ ର ଲୋକ ମାନେ ଜନ୍ମରୁ ହିଁ ଆଶାୟୀ ଓ ଖାସ୍ ସ୍ଵଭାବ ର ହୋଇଥାନ୍ତି।

ସେମାନେ କେବେ ବି କାହାର ଖରାପ୍ ଚିନ୍ତା କରନ୍ତି ନାହିଁ।ଏବଂ ଭିତରୁ କେତେ ବି ଦୁଃଖୀ ହୁଅନ୍ତୁ ନା କାହିଁକି ବାହାରୁ ସବୁବେଳେ ଖୁସି ହିଁ ଦେଖନ୍ତୀି।

ଆଜି ଆମେ ଜାଣିବା ଏମିତି ୬ ଟି ମହିଳା ଙ୍କ ବିଷୟରେ ଯେଉଁମାନେ କି ମନରୁ ବହୁତ୍ ସଫା ହୋଇଥାନ୍ତି।

୧.A ନାମ ଧାରୀ ଝିଅ ମାନେ

ଏହି ନାମ ଧାରୀ ଝିଅ ମାନେ ମନରୁ ବହୁତ୍ ସଫା ହୋଇଥାନ୍ତି ଏବଂ ଇମାେ ଶ୍ ନାଲ ହୋଇଥାନ୍ତି।ନିଜର ଅଧିକ ଭାବୁକ ସ୍ଵଭାବ ରୁ ଏମାନେ ବହୁତ୍ ଥର ନିଜ ଲୋକଙ୍କ ଠୁ ଧୋକା ଖାଇ ଯାଆନ୍ତି।ଏମାନେ ବିଶ୍ୱାସ ର ପାତ୍ର ହୋଇଥାନ୍ତି ଏବଂ ପ୍ରତିଜ୍ଞା କରିଥିବା କଥାରୁ କେବେ ବି ଓହରି ଯାଆନ୍ତି ନାହିଁ।

୨.D ନାମ ଧାରୀ ଝିଅ ମାନେ

ଯେଉଁମାନଙ୍କ ନାମ D ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ସର୍ବଦା ରହିଥାଏ।ଏହି ଝିଅ ମାନେ ଯେଉଁ ଘରକୁ ବାହାହୋଇ ଯାଇଥାନ୍ତି ସେଥି କେବେ ଧନ ଓ ଖୁସି ର ଅଭାବ ରୁହେ ନାହିଁ।ଏମାନଙ୍କ ପାଇଁ କିଏ କେତେ ବି ଖରାପ୍ କରୁ ନ କାହିଁକି ଏମାନେ କେବେ ବି ସେମାନଙ୍କ ବିcଷୟରେ ଖରାପ୍ ଭାବନ୍ତି ନାହିଁ।

୩.L ନାମ ଧାରୀ ଝିଅ ମାନେ

ଯେଉଁମାନଙ୍କ ନାମ L ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ସ୍ଵଭାବ ରେ କୋମଳ ଓ ଲାଜକୁଳୀ ହୋଇଥାନ୍ତି।ନିଜ ଜୀବନକୁ ନେଇ ଏମାନଙ୍କ ବିଚାର ସ୍ପଷ୍ଟ ହୋଇଥାଏ।ଏମାନେ ଶାନ୍ତିପ୍ରିୟ ହୋଇଥାନ୍ତି।ଏହି ଝିଅ ମାନଙ୍କ ଖାସ୍ କଥା ସେୟା ଯେ ଏମାନେ ଛୋଟ ଛୋଟ କଥାରେ ଖୁସି ହୋଇଯାଆନ୍ତି।

୪.S ନାମ ଧାରୀ ଝିଅ ମାନେ

ସଫା ମନ ର ମହିଳା ମାନଙ୍କ ଶ୍ରେଣୀ ରେ S ନାମ ଧାରୀ ମହିଳା ମାନେ ସାମିଲ ଅଛନ୍ତି।ଏମାନେ ସ୍ଵଭାବ ରୁ ପରିଶ୍ରମୀ ଓ ଖୁସି ରହିବା ଝିଅ ହୋଇଥାନ୍ତି।

ଏହି ଝିଅ ମାନେ ନିଜ ମନ କଥା କାହା ସହ ସହଜରେ ସେୟାର କରନ୍ତି ନାହି।ଯଦି ଏମାନେ ନିଜ ମନ କଥା ଆପଣଙ୍କୁ କହୁଛନ୍ତି ତାହେଲେ ଜାଣି ନିଅନ୍ତୁ ଯେ ଆପଣ ବହୁତ୍ ସ୍ପେଶିଆଲ୍।

୫.M ନାମ ଧାରୀ ଝିଅ ମାନେ

M ନାମ ର ଝିଅ ମାନେ ନିଜ ପାଇଁ ଅନ୍ୟକୁ କଷ୍ଟରେ ଦେଖିପାରନ୍ତି ନାହିଁ।ଏମାନେ ବହୁତ୍ ସମ୍ବେଦନଶୀଳ ହୋଇଥାନ୍ତି।ଏମାନେ ସବୁବେଳେ ଗଭୀର ଚିନ୍ତା ରେ ବୁଡି ରୁହନ୍ତି ଏବଂ ପ୍ରତ୍ୟେକ ଛୋଟ ଛୋଟ କଥାକୁ ମନକୁ ନେଇ ଯାଆନ୍ତି।ଏହା ବ୍ୟତୀତ ଏମାନଙ୍କୁ ଇନ୍ ଡାଇରେକ୍ଟ କଥା ହେବା ଆଦୋଉଁ ପସନ୍ଦ ନୁହେଁ

୬. P ନାମ ଧାରୀ ଝିଅ ମାନେ

P ନାମ ଧାରୀ ଝିଅ ମାନେ ଭାବୁକ ହୋଇଥାନ୍ତି ଏବଂ ପରିଶ୍ରମ କରିବାକୁ ବହୁତ୍ ପଶନ୍ଦ କରନ୍ତି।ଏହି ଝିଅ ମାନଙ୍କୁ ବହୁତ୍ ଶୀଘ୍ର ରାଗ ଆସିଯାଏ।କିନ୍ତୁ ଭିତରୁ ଯେତେ ରହିଥିଲେ ମଧ୍ୟ ବାହାରୁ ଶାନ୍ତ ଦେଖନ୍ତୁ ଏମାନେ।

ଯଦି କୌଣସି ବ୍ୟକ୍ତି ତାଙ୍କ ନଜର ରେ ଖରାପ୍ ରହିଯାଏ ତାହେଲେ ସେ ସବୁଦିନ ପାଇଁ ଖରାପ୍ ରହିଯାଏ।

Leave a Reply

Your email address will not be published. Required fields are marked *