ଏ ସବୁ ସଂକେତ ମିଳିଲେ ଆପଣଙ୍କ ପାଖକୁ  ଆସିଥାଏ  ଧନ ସମ୍ପତି ଟଙ୍କା

କୁହାଯାଏ ମନୁଷ୍ୟ ର ଭାଗ୍ୟ କେତେବେଳେ ବଦଳିବ କହିହେବନି , ଏମିତି ବି ହୁଏ ରାଜା ଦରିଦ୍ର ହେଇଯାନ୍ତି ଏବଂ ଭିକାରି ବି ଗୋଟେ ଦିନରେ ଲକ୍ଷପତି ହେଇଯାଏ I ମା ଲକ୍ଷ୍ମୀ ଙ୍କ କରୁଣା ହେଲେ ମନୁଷ୍ୟର ଭାଗ୍ୟ ବଦଳିଯାଇଥାଏ I ତେବେ ମନୁଷ୍ୟ ପାଖକୁ ଲକ୍ଷ୍ମୀ ବା ଧନସମ୍ପତ୍ତି ଆସିବା ପୂର୍ବରୁ 8 ଟି ସଂକେତ ମିଳିଥାଏ I1) ନୂଆ ପୋଷାକ ପିନ୍ଧିବା ସମୟରେ ପାକେଟ ରୁ ପଇସା ତଳେ ପଡିଲେ

2) ବ୍ୟାଙ୍କ କୁ ଟଙ୍କା ଡିପୋଜିଟ କରିବା ପାଇଁ ଯିବାବେଳେ ଯଦି କୌଣସି ଗାଈ ଆପଣଙ୍କ ବାଟ କାଟିଥାଏ 3) ଦୀପାବଳି ଦିନ ଯଦି କୌଣସି କିନ୍ନର କୁ ସଜାସଜି ହେଇଥିବାର ଆପଣ ଦେଖନ୍ତି 4) ଯଦି ଗୁରୁବାରରେ କୌଣସି ମନ୍ଦିର ରେ କୌଣସି କନ୍ୟା କୁ ଆପଣ ହଳଦିଆ ବସ୍ତ୍ର ରେ ଦେଖିବାକୁ ପାଇବେ 5) ଯଦି ଆପଣଙ୍କ ଡାହାଣ ହାତର ପାପୁଲି ବାରମ୍ବାର କୁଣ୍ଡାଇ ହେଇଥାଏ

6) ଯଦି ଆପଣ କିଛି କିଣିବା କିମ୍ବା କାହାକୁ ପଇସା ଦେବା ବେଳେ ଅଜାଣତରେ ଆପଣଙ୍କ ହାତରୁ ପଇସା ଖସିଯାଏ7) ଆପଣ ଯାତ୍ରା କରୁଥିବା ସମୟରେ ଯଦି କୁକୁର ପାଟିରେ ରୁଟି ଧରି ଥିବାର ଦେଖନ୍ତି 8)ଯଦି କୌଣସି ଭିକାରି ସକାଳୁ ସକାଳୁ ଆପଣଙ୍କୁ କିଛି ମାଗିବାକୁ ଆସେ ତାହେଲେ ଆପଣ ଅନ୍ୟକୁ ଦେଇଥିବା କିମ୍ବା ଆପଣଙ୍କ ବନ୍ଦ ହେଇ ରହିଥିବା ଟଙ୍କା ଖୁବ ଶୀଘ୍ର ଆପଣଙ୍କ ପାଖକୁ ଆସିଥାଏ I

Leave a Reply

Your email address will not be published. Required fields are marked *