ସିମ୍ ପାଇଁ ଆଉ ଆଧାର ଦରକାର ନାହିଁ: କେନ୍ଦ୍ର ସରକାର

ମୋବାଇଲ ସିମ ଆଣିବା ପାଇଁ ଆଉ ଆଧାର ବାଧ୍ୟତ ମୂଳକ ରହିବ ନାହିଁ।ଗ୍ରାହକ ମାନେ ଅନ୍ୟ ପରିଚୟ ପତ୍ର ଦେଇ ମଧ୍ୟ ଶିମ୍ ଆଣିପାରିବେ ବୋଲି କେନ୍ଦ୍ର ସର୍କାର କହିଛନ୍ତି।

ଗ୍ରାହକ ମାନେ ଦେଉଥିବା ଅନ୍ୟ ପରିଚୟ ପତ୍ର ଯଥା ଡ୍ରାଇବିଂ ଲାଇସେନ୍ସ, ଭୋଟର୍ ପତ୍ର ଇତ୍ୟାଦି କୁ ଗ୍ରହଣ କରିବାକୁ ଟେଲେକମ୍ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି।

ମୋବାଇଲ ସେବା ପାଇଁ ଆଧାର କାର୍ଡ ର ବାଧ୍ୟତା ମୂଳକ ପଦକ୍ଷେପ କୁ କିଛି ଦିନ ତଳେ ସୁପ୍ରିମ କୋର୍ଟ ସମାଲୋଚନା କରିଥିଲେ।

କିନ୍ତୁ ବଦଳ ରେ କେନ୍ଦ୍ର ସରକାର କହିଥିଲେ ଜେ ଆମେ ସୁରକ୍ଷା ଦୃଷ୍ଟି ରୁ ଆଧାର ସଂଯୋଗ କରିବାକୁ କହିଥିଲେ କିନ୍ତୁ କେବେ ବାଧ୍ୟତାମୂଳକ କରିବାକୁ କହିନାହୁ।

ତେବେ ବର୍ତ୍ତମାନ ଆଉ ଆଧାର ଦରକାର ହେବ ନାହିଁ।

Leave a Reply

Your email address will not be published. Required fields are marked *