ମେ ୭ ରେ ଆସିବ ମାଟ୍ରିକ ଫଳ:ସକାଳ ୯ ରୁ ବାହାରିବ ଫଳ,ଦିନ ୧୨ ଟା ରୁ ୱେବସାଇଟ ରେ ହେବ ଉପଲବ୍ଧ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ର ଫଳ ଆସନ୍ତା ମେ ୮ ତାରିକ ରେ ପ୍ରକାଶ ପାଇବା

ତେବେ ପ୍ରଥମେ ୯ ରେ ଫଳ ବାହାରିବ କିନ୍ତୁ ଦିନ ୧୨ ଟା ରେ ୱେବସାଇଟ ରେ ପ୍ରକାଶ କରାଯିବ।

ରେଜଲ୍ଟ www.bseodisha.nic.in ରେ ଉପଲବ୍ଧ ହେବ।

ଏହା ବ୍ୟତୀତ ଏସ୍ ଏମ୍ ଏସ ଜରିଆ ରେ ମଧ୍ୟ ଫଳ ବାହାରି ପାରିବ।ତେବେ ଏଥି ପାଇଁ ଆପଣଙ୍କୁ OR 10 ROLLNO କୁ ୫୬୭୬୭୫୦ କୁ ପଠାଇବାକୁ ପଡ଼ିବ।

ସେହିଦିନ ଓଏମାର ସିଟ୍ ମଧ୍ୟ ଉପଲବ୍ଧ ହେବ।

Leave a Reply

Your email address will not be published. Required fields are marked *