ପାଦ ଛୁଇଁ ପ୍ରଣାମ କଲାବେଳେ ଏପରି ଭୁଲ କରନ୍ତୁ ନାହିଁ

ହିନ୍ଦୁ ଧର୍ମରେ ବଡ ମାନଙ୍କ ପାଦ ଛୁଇଁ ପ୍ରଣାମ କରିବା ଦ୍ୱାରା ଆଶୀର୍ବାଦ ମିଳିଥାଏ I କିନ୍ତୁ ଶାସ୍ତ୍ର ଅନୁଯାଇ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଗୁରୁଜନ ହେଲେ ମଧ୍ୟ ସେମାନଙ୍କର ପାଦ ଛୁଇଁବା ଉଚିତ ନୁହେଁ I
ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଅତ୍ୟଧିକ ଆମିଷ ଭୋଜନ ରେ ରୁଚି ରଖିବା ସହିତ , ନିଚ୍ଚ କାମ ,ଅପକର୍ମ କରିଥାନ୍ତି ଏମାନଙ୍କ ପାଦ ଛୁଇଁ ପ୍ରଣାମ କରିବା କଥା ନୁହେଁ I ଏହା ଦ୍ୱାରା ଏମାନଙ୍କ କୁ କର୍ମ ର ପ୍ରଭାବ ଆମ ଉପରେ ଅଜାଣତରେ ପଡିଥାଏ I
2) ଗୁରୁ ଏବଂ ବ୍ରାହ୍ମଣ ଙ୍କ ପାଦରୁ ପ୍ରଣାମ କରନ୍ତୁ ନାହିଁ , ଭକ୍ତି କରନ୍ତୁ ସନମାନ ଦିଅନ୍ତୁ ନମସ୍କାର କରନ୍ତୁ କିନ୍ତୁ ପାଦ ସ୍ପର୍ଶ କରନ୍ତୁ ନାହିଁ I ଯଦି ଏମାନେ ରାଗଯାନ୍ତି ଅଭିଶାପ ଆମ ଉପରେ ପଡିଥାଏ I

3) କୌଣସି କୁଆଁରୀ କନ୍ୟା ଯଦି ଆପଣଙ୍କଠୁ ବଡ ହେଇଥାଏ ତେବେ ବି ପାଦ ସ୍ପର୍ଶ କରନ୍ତୁ ନାହିଁ I

ପ୍ରଣାମ କଲାବେଳେ ପାଦରୁ କିଛି ଦୂରତା ଛାଡିକି ଭୂମି ସ୍ପର୍ଶ କରୀ ପ୍ରଣାମ କରନ୍ତୁ I

Leave a Reply

Your email address will not be published. Required fields are marked *