ମୃତ୍ୟୁ ପରେ ଆତ୍ମ କେଉଁ ଠିକୁ ଯାଇଥାଏ

ସମସ୍ତଙ୍କ ମନରେ ମୃତ୍ୟୁ କୁ ନେଇ ଅନେକ ପ୍ରଶ୍ନ ରହିଥାଏ।କଣ ମୃତ୍ୟୁ ପରେ ପୂର୍ଣ୍ଣ ଜନ୍ମ ହୋଇଥାଏ? ନା ମୋକ୍ଷ?

ଆତ୍ମା କୁଆଡେ ଯାଏ ମୃତ୍ୟୁ ପରେ ତେବେ ଏହାକୁ ନେଇ ଆମର ଆଜିର ପୋଷ୍ଟ୍।

ମୃତ୍ୟୁ କୁ ନେଇ ଅନେକ କଥା ରହିଛି।ଅନେକ ଶାସ୍ତ୍ର ଭିନ୍ନ ଭିନ୍ନ ମତ ଦିଅନ୍ତି ମୃତ୍ୟୁ କୁ ନେଇ।

ତେବେ ଋଷି ମୁନି ମାନଙ୍କ ମତରେ ଜୀବନ ର ନାହିଁ କେବେ ଆରମ୍ଭ ହୋଇଥାଏ ନାହିଁ କେବେ ଅନ୍ତ।ଏହା ଅନନ୍ତ ହୋଇଥାଏ।ଲୋକ ମାନେ ଯାହାକୁ ମୃତ୍ୟୁ କହିଥାନ୍ତି ତାହା ଖାଲି ସେହି ଶରୀର ର ଅନ୍ତ ହୋଇଥାଏ।

ଏବେ ମଧ୍ୟ ଏହା ଜଣା ଯାଇନାହିଁ କି କଣ ସତ ରେ ମୃତ୍ୟୁ ପରେ ଏପରି ଏକ ଦୁନିଆ ଅଛି ଯେଉଁଠି ଆତ୍ମା କୁ ସଂଗୃହିତ କରି ରଖାଯାଇଥାଏ।ତେବେ ଯଦି ନାହିଁ ତେବେ ମଣିଷ ମୃତ୍ୟୁ ପରେ ଆତ୍ମା ଯାଏ କୁଆଡେ।

ଭଗବତ ଗୀତା ରେ ଶ୍ରୀ କୃଷ୍ଣ କହିଛନ୍ତି ଯେ ଆତ୍ମା ଅମର ଅଟେ,ତାହାର କେବେ ଅନ୍ତ ହୁଏନାହିଁ।ସେ କେବଳ ଶରୀର ରୁପି ବସ୍ତ୍ର କୁ ବଦଳାଇ ଥାଏ।

ଗରୁଡ଼ ପୁରାଣ ଯେଉଁଥିରେ କି ଆତ୍ମା ର ମୃତୁ ପରେ କଣ ହୁଏ ଲେଖା ଯାଇଛି ସେଥିରେ କୁହାଯାଇଛି କି ମୃତ୍ୟୁ ପରେ ୨ ଜଣ ଜମ ଦୂତ ଆତ୍ମା କୁ ନେବାକୁ ଆସିଥାନ୍ତି।ମାନବ ନିଜ ଜୀବନ ରେ ଯାହା କର୍ମ କରିଥାଏ ସେହି ଅନୁସାରେ କାମ ଦୂତ ତାକୁ ନେଇ ଯାଇଥାନ୍ତି।

Leave a Reply

Your email address will not be published. Required fields are marked *